ବାଇକ୍ ଆରୋହୀଙ୍କୁ ଚାପିଦେଲା ବସ୍ ୨ ମୃତ : ଜଣେ ଗୁରୁତର
ଫୁଲବାଣୀ : ଫୁଲବାଣୀ ରୁଜାଙ୍ଗୀ ପେଟ୍ରୋଲ ଟାଙ୍କି ନିକଟରେ ରାତି ଅଧରେ ସଡ଼କ ଦୁର୍ଘଟଣା । ବସ୍ ଚକା ତଳେ ଚାପି ହୋଇ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତ ଦୁଇଜଣ ହେଲେ ପଟାବାଲି ସାହିର ପ୍ରକାଶ କହଁର ଏବଂ ଭୁକ୍ତା କନାଲିର ପରମାନନ୍ଦ କହଁର ।ସୂଚନା!-->…
Read More...
Read More...