ବିଘ୍ନରାଜ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଶୁକୃ ପୁଟେଲ ଗିରଫ୍, କୋର୍ଟ ଚାଲାଣ କଲା ପୋଲିସ
ପାଟଣାଗଡ଼, (କେପିଏନ୍ଏସ୍) : ବିଘ୍ନରାଜ ପୁଟେଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଶୁକୃ ପୁଟେଲକୁ ଗିରଫ୍ କରି ପୋଲିସ କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଏସ୍ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୮ ତାରିଖ ଦିନ ତମିଆଁ ଗାଁର ବିଘ୍ନରାଜ ପୁଟେଲ!-->…
Read More...
Read More...