ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି : ପୋଲିସର ତନାଘନା ଜାରି
ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଗୌଡ଼ପାଲି ସ୍ଥିତ ମିଶ୍ର ପେଟ୍ରୋଲ ପମ୍ପରେ ବିଳମ୍ବିତ ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗୌଡ଼ପାଲି ଗ୍ରାମରେ ଥିବା ମିଶ୍ର ପେଟ୍ରୋଲ ପମ୍ପ ବନ୍ଦ କରିବା ପରେ ରାତି!-->…
Read More...
Read More...