Browsing Tag

patanagarh news

କେନ୍ଦୁପତ୍ର ବିଭାଗରେ ନିୟୋଜିତ ସିଜିନାଲ ଅସ୍ଥାୟୀ କର୍ମଚାରୀଙ୍କୁ ତିନି ମାସିଆ କାମ ପରିବର୍ତ୍ତେ ଛଅମାସ ବର୍ଦ୍ଧିତ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ହେଇଥିବା ଅସ୍ଥାୟୀ କର୍ମଚାରୀଙ୍କ ମାସିକ କାର୍ଯ୍ୟର ସମୟସୀମା ବଢ଼ାଇବାକୁ ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ଥିବା ଚେକର, ବାଇଂଡିଙ୍ଗ…
Read More...

କୋସଲି ଡେରା ପକ୍ଷରୁ ଅନଲାଇନ କୋସଲି କବିତା ଆସର ଆୟୋଜିତ

ପାଟଣାଗଡ, (ପୁସ୍ତମ ଯୁଆଡି) : ପାଟଣାଗଡର ସାହିତ୍ୟ ଅନୁଷ୍ଠାନ କୋସଲିଡେରାର ଏକ କୋସଲି କବିତା ଆସର ଗୁଗୁଲ ମିଟ୍'ରେ ମାଧ୍ୟମରେ ଆୟୋଜିତ ହୋଇଯାଇଛି । କୋସଲ ଓ କୋସଲି ଭାବକୁ ଆଧାର କରି ହୋଇଥିବା କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲୀପ କୁମାର ପସାୟତ ଓ ରାମଭକ୍ତ ଫରିକାର ଅତିଥି ଭାବରେ ଯୋଗଦେଇ…
Read More...

ଅଳିଆ ଆବର୍ଜନାରେ ଭରା ବେଲପଡା ଡ଼ାକବଙ୍ଗଳା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ସହର ଓ ବ୍ଳକ ଗୁଡିକରେ ବିଭିନ୍ନ ସରକାରୀ ସଭାସମିତି କରିବା ସହ ବିଭିନ୍ନ ସମୟରେ ସରକାରୀ ଉଚ୍ଚ କର୍ତ୍ତୃପକ୍ଷ ଏବଂ ମନ୍ତ୍ରୀଙ୍କ ଆଗମନ ହେଇଥାଏ । ଏହି ଆଗମନରେ ଅତିଥି ମାନଙ୍କୁ ଡ଼ାକବଙ୍ଗଳାରେ କିଛି ସମୟ ବିଶ୍ରାମ…
Read More...

ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ୱାଦିକଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁ ଓ ଯୁବ ସାମ୍ବାଦିକ ଯତିଶ ଖମାରୀଙ୍କ ବିୟୋଗରେ ବେଲପଡା ସ୍ଥିତ ପଞ୍ଚାୟତ କଲେଜ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ…
Read More...

ଘର ନାଇଁ କି ଭତ୍ତା ନାଇଁ : ଚାହିିଁ ବସିଛନ୍ତି ଆଶାୟୀ ବୃଦ୍ଧ ବୃଦ୍ଧା, ପ୍ରଶାସନର ନିଘା ନାହିଁ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରିଛନ୍ତି । ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ଅନେକ କ୍ଷେତ୍ରରେ ଯୋଜନା ପ୍ରକୃତ ଯୋଗ୍ୟ…
Read More...

ଆଦିବାସୀମାନଙ୍କୁ ମିଥ୍ୟା ଅବକାରୀ କେସ୍‌ରେ ଫସାଇ ହଇରାଣ ଘଟଣାରେ ସଂପୃକ୍ତ ଅବକାରୀ ଉପନିରୀକ୍ଷକଙ୍କ ବିରୁଦ୍ଧରେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଦିବାସୀମାନଙ୍କୁ ମିଥ୍ୟା ଅବକାରୀ କେସ୍‌ରେ ଫସାଇ ହଇରାଣ ଘଟଣାରେ ସଂପୃକ୍ତ ଅବକାରୀ ଉପନିରୀକ୍ଷକଙ୍କ ବିରୁଦ୍ଧରେ ଆଦିବାସୀ ସଂଘ କଡା ଅଭିଯୋଗ କରିଛି । ସଂଘର ଅଭିଯୋଗ ଅନୁସାରେ ଅବକାରୀ ବିଭାଗର ଉପନିରୀକ୍ଷକ ବିଶ୍ଵନାଥ ପରିଡା ଯୋଗଦେବା ଦିନଠାରୁ ବଡ଼ ବଡ଼ ମଦ…
Read More...

ବନୌଷଧି ଯୋଗାଉଥିବା ଆଦିବାସୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦେଶରେ ମୂଳନିବାସୀ ଭାବେ ୬୨ ସଂପ୍ରଦାୟର ଆଦିବାସୀମାନେ ଦେଶର ବିଭିନ୍ନ ରାଜ୍ୟରେ ତଥା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ବସବାସ କରିଆସୁଛନ୍ତି । ବିଶେଷ କରି ଆଦିବାସୀମାନେ ଧାନ, ଗହମ, ବାଜରା, ମକା, ମାଣ୍ଡିଆ, ମୁଗ, ବରି, କୋଲଥ, ହରଡ ଆଦି…
Read More...

ସାମ୍ବାଦିକ ସଂଘ ପକ୍ଷରୁ ସାମ୍ୱାଦିକ କୈାଲାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘ ପକ୍ଷରୁ କୈାଲାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମାରୱାଡ଼ି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ମୂଖ୍ୟ ଅତିଥି,…
Read More...

ଡାକ୍ତର ବାଚସ୍ପତି ଦାସଙ୍କ ବହିଷ୍କାର ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା । ଏହି ଡାକ୍ତରଖାନାରେ ପଡୋଶୀ ବ୍ଲକ ତଥା ପଡୋଶୀ ଜିଲ୍ଲାର ରୋଗୀ ନିର୍ଭର କରନ୍ତି । ଏହି ଡାକ୍ତରଖାନା ବିଗତ ଦିନରେ ଜିଲ୍ଲା ତଥା ରାଜ୍ୟରେ ନାଁ କମେଇଥିଲା । ପୂର୍ବରୁ…
Read More...

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଶ୍ୟାମସୁନ୍ଦର ମଲିକ ବାଲିଖମାର ପଞ୍ଚାୟତରେ ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବାଲିଖମାର ପଞ୍ଚାୟତର ନିର୍ବାଚିତ ସରପଞ୍ଚଙ୍କ ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବାଲଶଖମାର ପଞ୍ଚାୟତ ନିର୍ବାଚନରେ ଶ୍ୟାମସୁନ୍ଦର ମଲିକ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ।…
Read More...