Browsing Tag

paradeep news

ପିପିଏଲ ପକ୍ଷରୁ କୁଜଙ୍ଗ ବ୍ଲକ୍‌କୁ କେଭିଡ୍‌ ସାମଗ୍ରୀ ପ୍ରଦାନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ୍‌ ପକ୍ଷରୁ କୁଜଙ୍ଗ ବ୍ଲକ୍‌କୁ ସୋଡିୟମ୍‌ ହାଇପୋକ୍ଲୋରାଇଡ୍‌ ସଲ୍ୟୁସନ, ହାଣ୍ଡ ସାନିଟାଇଜର, ପିପିଇ କିଟ୍‌, ଥର୍ମାଲ ସ୍କାନର, ପଲସ୍‌ ଅକ୍ସିମିଟର ଏନ୍‌-୯୫ ମାସ୍କ,
Read More...

ସମନ୍ନୟ ଓ ସହଯୋଗ ଅଭାବରୁ ପାରାଦ୍ୱୀପରେ କରୋନା ଯୁଦ୍ଧରେ ଶିଥିଳତା

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କରୋନା ସଂକ୍ରମଣ ବା କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପର୍ୟ୍ୟାୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସତ୍ୱେ ସମନ୍ୱୟ ଓ ସହଯୋଗ ଅଭାବରୁ ଏହି ଯୁଦ୍ଧରେ ଶିଥିଳତା ଦେଖାଯାଇଛି । ଜିଲ୍ଲାର ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପର
Read More...

ସେବା ନିବୃତ ହେଲା କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା ଦୀର୍ଘ ୨୧ ବର୍ଷ ଧରି ଦେଶ ସେବା କରିବା ପରେ ସେବାରୁ ଅବସର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅବସରକାଳୀନ ସମାରୋହ ପାରାଦୀପର କୋଷ୍ଟଗାର୍ଡ ବର୍ଥରେ ଆୟୋଜିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ
Read More...

୨୪ ଘଣ୍ଟାରେ ୩୦ ଜାହାଜ ପରିଚାଳନା କରି ପୁନର୍ବାର କିର୍ତ୍ତୀମାନ ସ୍ଥାପନ କଲା ପାରାଦ୍ୱୀପ ବନ୍ଦର

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ୱୀପ ବନ୍ଦରର ସାମୁଦ୍ରିକ ବିଭାଗ (ମେରାଇନ୍‌ ବିଭାଗ) ବନ୍ଦରରେ ଜାହାଜ ଓ ପଣ୍ୟ କାରବାର ପରିଚାଳନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କରୋନା ମହାମାରୀ ସମୟରେ କୋଭିଡ୍‌-୧୯ କଟକଣା ଓ ଗାଇଡ୍‌ଲାଇନ୍‌ ଅନୁସରଣ କରି ପାରାଦ୍ୱୀପ ବନ୍ଦର ତାର
Read More...

ପାରାଦୀପରେ ଆମୋନିଆ ଗ୍ୟାସ ଲିକ : ୧୫ ଜଣ ଅସୁସ୍ଥ, ୩ ଜଣଙ୍କ ଅବସ୍ଥା ଗୁରୁତର

ପାରାଦୀପ, ( ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ଆମୋନିଆ ଗ୍ୟାସ ଲିକ ହୋଇ ୧୫ଜଣ ଅସୁସ୍ଥ ହୋଇଥିବା ସୂଚନା ମଳିଛି । ଅସୁସ୍ଥଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଏମାନଙ୍କୁ ଏସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏମାନଙ୍କ ମଧ୍ୟରେ ଏକ ୮ ବର୍ଷର ଶିଶୁ ଅଛି ।
Read More...

ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ପକ୍ଷରୁ ୬ଟି ଆମ୍ବୁଲାନ୍ସ ଗାଡ଼ି ସେବା ଆରମ୍ଭ

ପାରାଦ୍ଵୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ପକ୍ଷରୁ ୬ଟି ଆମ୍ବୁଲାନ୍ସ ଗାଡ଼ି ସେବା ଆରମ୍ଭ କରାଯାଇଛି । ପାରାଦ୍ଵୀପ ଜଗନ୍ନାଥ ମନ୍ଦିର ପରିସରରେ ଏହାକୁ ଲୋକାର୍ପଣ କରିଛନ୍ତି ୱାର୍କର୍ସ ୟୁନିୟନର ସଭାପତି ବାପି ସର୍ଖେଲ । ପାରାଦ୍ଵୀପ,
Read More...

ଚାଲିଗଲେ ମାନସ ରଞ୍ଜନ ସାହୁ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଠି) : ପାରାଦ୍ୱୀପ ଇଷ୍ଟେଟ ବିଭାଗରେ କାର୍ୟ୍ୟରତ ମାନସ ରଞ୍ଜନ ସାହୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ନୂଆବଜ଼ାର ସ୍ଥିତ ନିଜ ବାସଭବନରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳୁ ଶ୍ୱାସକ୍ରିୟା ଜନିତ ସମସ୍ୟା ଉପୁଯିବାରୁ ତାଙ୍କର ମୃତ୍ୟୁ ଘଟିଛି ।
Read More...

କ୍ରମାଗତ ଚତୁର୍ଥ ବର୍ଷରେ ପାରାଦ୍ୱୀପ ବନ୍ଦରର ୧୦୦ ଏମଏମଟି ପଣ୍ୟ କାରବାର

ପାରାଦୀପ, (ଶୁଭ୍ରାଂଶୁ ଶୁଖେର ପୃଷ୍ଟି) : ପାରାଦୀପ ବନ୍ଦର କ୍ରମାଗତ ଚତୃର୍ଥ ବର୍ଷରେ ୧୦୦ ମିଲିୟନ୍‌ ମେଟ୍ରିକ ଟନ (ଏମଏମଟି) ପଣ୍ୟ କାରବାର କରି ଏକ କିର୍ତୀମାନ ସ୍ଥାପନ କରିଛି । କୋଭିଡ ୧୯ ସଙ୍କଟ ସତ୍ୱେ, ଏହା ପୁଣି ଥରେ ୧୦୦ ଏମଏମଟିର ଲକ୍ଷ୍ୟ ଅତିକ୍ରମ କରି ଚଳିତ ଆର୍ଥିକ ବର୍ଷ ଫେବୃଆରୀ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ପରିବାର ଲୋକଙ୍କ ସାମ୍ନାରେ ୮ ବର୍ଷ ବାଳକର ମୃତ୍ୟୁ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ରଘୁନାଥପୁର ଖଣ୍ଡତିରା ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରଟ୍ରକରେ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ପିଟି ହେବାରୁ ଜଣେ ୮ ବର୍ଷ ବାଳକର
Read More...

ପ୍ରାୟ ୧୫ ଲକ୍ଷ ଟଙ୍କା ଗାୟବ ପାରାଦୀପ ବ୍ୟାଙ୍କରୁ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରଦୀପ ନିକଟସ୍ଥ ପାରାଦୀପ ଗଡ଼ ବଜାରରେ ଥିବା ୟୁନିୟନ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭ ଶହ ୮୦ ଟଙ୍କାର କଏନ୍ ଗାୟବ । ଏ ସଂପର୍କରେ ବ୍ୟାଙ୍କ ପରିଚାଳକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ୨୦୧୬ ବର୍ଷଠାରୁ ୨୦୨୧ ବର୍ଷ ମଧ୍ୟରେ ଏଭଳି
Read More...