Browsing Tag

padmapur news

ଚିଟ୍‌ଫଣ୍ଡ ମିଳିତ ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡ଼ାସମ୍ବର ପଦ୍ମପୁର ସ୍ଥିତ ଗୋରୁ ବଜାର ଠାରେ ଚିଟ୍‌ଫଣ୍ଡ ମିଳିତ ମଞ୍ଚ ସଭ୍ୟ ତଥା କୃଷକ ନେତା ରମେଶ ମହାପାତ୍ର, ଜିଲ୍ଲା ସଂଯୋଜକ ସୁଶାନ୍ତ ମହାପାତ୍ରଙ୍କ ଆହ୍ୱାନ କ୍ରମେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ପ୍ରଧାନଙ୍କ…
Read More...

ରାଜବୋଡ଼ାସମ୍ବର କୃଷକ ସଂଗଠନ ପାଇକମାଲ ତହସିଲ ଅଫିସ ଘେରାଉ ପାଇଁ ସଜବାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ରାଜବୋଡ଼ାସମ୍ବର କୃଷକ ସଂଗଠନର ଏକ ବୈଠକ ପାଇକମାଲ ପଂଚାୟତ କାର୍ଯ୍ୟାଳୟ ପରିସରରେ ଶନିବାର ବିଶ୍ୱନାଥ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ଚାଷୀ ଏକତ୍ରିତ ହୋଇ ୨୦୨୧ ମସିହାର ଫସଲ ବୀମା ଟଙ୍କା…
Read More...

ଆୟୁର୍ବେଦ କଲେଜର ହର୍‌ ଦିନ ହର୍‌ ଘର ଆୟୁର୍ବେଦ କର୍ମଶାଳା : ଯୋଗଦେଲେ ୪୮ଜଣ ବରିଷ୍ଠ ନାଗରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଧର୍ମଶାଳା ପରିସରରେ ନୃସିଂହନାଥ ଆୟୁର୍ବେଦ କଲେଜ ତରଫରୁ ହର୍‌ ଦିନ ହର୍‌ ଘର ଆୟୁର୍ବେଦ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ କଲେଜର ସମ୍ପାଦକ ତଥା ପ୍ରଶାସକ ମନୋଜ ତ୍ରିବେଦୀ ଉଦ୍‌ଘାଟନ କରିଥିଲେ । ନୃସିଂହ ମହାପ୍ରଭୁ ଓ…
Read More...

ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ପରିସରରେ ଗତକାଲି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ କଲ୍ୟାଣ ସଂଘ, ପଦ୍ମପୁରର ସଭାପତି ଶିରିଶ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ଆସନ୍ତା ଅକ୍ଟୋବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କରଣ ଜାତିର ଇଷ୍ଟ ଦେବ ଶ୍ରୀ ଶ୍ରୀ…
Read More...

ପାଇକମାଲରେ ଭିନ୍ନକ୍ଷମ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଏକ ଦିବସୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ଓ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି…
Read More...

ଗାଇସିଲେଟରେ ମାଣ୍ଡିଆ କ୍ରୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ୍ ମାଧ୍ୟମରେ ଗଠିତ ହୋଇଥିବା ବୁଢ଼ାସମ୍ବର ଡାଲି ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀ ତରଫରୁ ବ୍ଲକ କାର୍ଯ୍ୟାଳୟ ଠାରେ ମାଣ୍ଡିଆ କ୍ରୟ କମିଟି ଗଠନ ହୋଇଯାଇଛି । ଗୋଷ୍ଠୀ…
Read More...

ଆମ୍ବେଦକର ଯୁବକ ସଂଘ ଫଟାମୁଣ୍ଡା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅଧିନସ୍ଥ ସ୍ଥାନୀୟ ଆମ୍ବେଦକର ଯୁବକ ସଂଘ ଆନୁକୂଲ୍ୟରେ ଆଗାମୀ ଅକ୍ଟୋବର ୧୬ ତାରିଖରେ ୧୦ତମ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳନ ନିମନ୍ତେ ସ୍ଥିରୀକୃତ ହୋଇଛି । ଏହା ପୂର୍ବରୁ ଆଜି ଫଟାମୁଣ୍ଡାରେ ୭ ଗୋଟି ମହିଳା ସ୍ୱୟଂ ସହାୟିକା…
Read More...

ଗ୍ରାମର ଦୁଇଟି ମନ୍ଦିରକୁ ୧ ଲକ୍ଷ ୫ ହଜାର ଟଙ୍କା ଦାନ କଲେ କାର୍ତ୍ତିକ ଚନ୍ଦ୍ର ଦେବତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୟସର ଅପରାହ୍ନରେ ନିଜ ପେନସନ ପଇସାରୁ ୧ ଲକ୍ଷ ୫ ହଜାର ଟଙ୍କା ମନ୍ଦିରକୁ ଦାନ କଲେ ୯୪ ବର୍ଷୀୟ ବୃଦ୍ଧ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର ୯୪ ବର୍ଷୀୟ ବୃଦ୍ଧ କାର୍ତ୍ତିକ ଚନ୍ଦ୍ର ଦେବତା ନିଜ ଗ୍ରାମର ଜଗନ୍ନାଥ…
Read More...

ଡୁମ୍ବେରବାହାଲ ବ୍ରିଜରେ ବିରାଟ ଗର୍ତ୍ତ ସୃଷ୍ଟି : ଗମନାଗମନ ପ୍ରତି ଘୋର ବିପଦ ଓ ଜୀବନହାନୀ ଆଶଙ୍କା, ପ୍ରଶାସନ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ରାଜ୍ୟର ଗ୍ରାମାଞ୍ଚଳରେ ରାସ୍ତା ଓ ଗମନାଗମନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେଉଥିବା ଓ ଏ ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଘୋଷଣା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା ପ୍ରହସନରେ ପରିଣତ ହୋଇଛି ବୋଲି ମତ ପ୍ରକାଶ ପାଇଛି । ବରଗଡ଼…
Read More...

ଉଦୟନାଥ ଫର୍ଣ୍ଣିଚର୍‌ର ମାସିକ କିସ୍ତି ଯୋଜନାର ୧୬ତମ ଲକି ଡ୍ର’ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉଦୟନାଥ ଫର୍ଣ୍ଣିଚର୍‌ର ମାସିକ କିସ୍ତି ଯୋଜନାର ୧୬ତମ ଲକି ଡ୍ର' ଉଠାଣ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ପଦ୍ମପୁର ନିବାସୀ ବର୍ଷା ସିଂ । ଏହି ଉଠାଣ କାର୍ଯ୍ୟକ୍ରମରେ ଉମେଶ ନାୟକ, ଦେବାଶିଷ ପଟ୍ଟନାୟକ, ହର୍ଷବଲ୍ଳଭ ଦେବତା, ଶିବାଶିଷ ପଟ୍ଟନାୟକ…
Read More...