Browsing Tag

padmapur news

ଘେଁସରେ ମେଲନ୍‌ ମେସନ୍‌ -୨୦୨୩ ଉଦ୍‌ଯାପିତ

ରାଜସ୍ଥାନର ଅନୁବାଦକ ଦୀନେଶ ମାଲିଙ୍କ ସମେତ ୬ ପ୍ରତୀଭା ସମ୍ମାନିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ସମ୍ବଲପୁରୀ/କୋଶଲି ଭାଷାର ସ୍ୱୀକୃତି ପାଇଁ ଏକତ୍ରିତ ହୋଇ କାମ କରିବା ହିଁ ବର୍ତ୍ତମାନ ସମୟର ଆହ୍ୱାନ ଅଟେ । ଭାଷା, ସାହିତ୍ୟ ସ୍ୱୀକୃତିର ମୂଲ୍ୟାଙ୍କନରେ ସମବେତ ମାନସିକତା…
Read More...

ଡ. ମାନଭଞ୍ଜନ ପ୍ରଧାନ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କଲେଜ ରୋଡ ସ୍ଥିତ ବିଜୟନଗର ନିବାସୀ ପ୍ରଫେସର ଡ. ମାନଭଞ୍ଜନ ପ୍ରଧାନଙ୍କ ଆଜି ସକାଳ ୭ ଘ.ରେ ନିଜ ବାସଭବନରେ ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସତୀଭଟାରେ ଜନ୍ମିତ ସ୍ୱର୍ଗତ ପ୍ରଧାନ ଏକାଧାରରେ ଜଣେ ଶିକ୍ଷାବିତ, ସାହିତ୍ୟିକ, ସୁବକ୍ତା ଓ…
Read More...

ଜମଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଜମଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ପୁରୋହିତଙ୍କ ନେତୃତ୍ୱରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଥାନା…
Read More...

ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀଭଟା ଗ୍ରାମ ପଞ୍ଚୟତର ଅଭ୍ୟର୍ଥନା ଗୃହଠାରେ ଫ୍ରେଣ୍ଡ ଏ ହୋପ ଅନୁଷ୍ଠାନ ଏବଂ କୋଶଳ ସେନା ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଯେଉଁଥିରେ ପଦ୍ମପୁର ରକ୍ତ ଭଣ୍ଡାରର ଅଧିକାରୀ ସଂଗ୍ରାମ ମିଶ୍ର ଏବଂ ତାଙ୍କ ଟିମ୍…
Read More...

ପଦ୍ମପୁରରେ ଧୁମ୍‌ଧାମ୍‌ରେ ହନୁମାନ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ହନୁମାନ ଜନ୍ମୋତ୍ସବ ସମିତି ଏବଂ ବଜରଙ୍ଗ ଦଳ ତରଫରୁ ମହାଆଡମ୍ବରରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାମଜୀ ମନ୍ଦିର ପ୍ରାଙ୍ଗଣରୁ ହଜାର ହଜାର ଲୋକଙ୍କ ଶୋଭା ଯାତ୍ରା ବାହାରି ପଦ୍ମପୁର ସହର ପରିକ୍ରମା କରିଥିଲେ । ଏହି ଶୋଭା…
Read More...

ପରମାନନ୍ଦପୁରରେ ମହାବିଷୁବ ସଂକ୍ରାନ୍ତି ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମରେ ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ମହାବଳି ହନୁମାନ ଜନ୍ମୋତ୍ସବକୁ କେନ୍ଦ୍ର କରି ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।…
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଓ ଉତ୍ସବ ପ୍ରମୁଖ ଚୈତନ୍ୟ ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ…
Read More...

ତେଲେଙ୍ଗାନାରୁ ୬ ନିର୍ଯାତିତ ପ୍ରବାସୀ ଶ୍ରମିକଙ୍କୁ ଦେବଦୂତ ସାଜି ଉଦ୍ଧାର କଲେ ଟ୍ଵିଟର ଗାର୍ଲ ଦୀପା ବାରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ଦାଦନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହେବା ସହ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି । କିନ୍ତୁ ବାହାର ରାଜ୍ୟରେ ଫସି ନିର୍ଯାତନାର ଶିକାର ହେଉଥିବା ଶ୍ରମିକଙ୍କ ପାଇଁ ଦେବଦୂତ…
Read More...

ଗଞ୍ଜେଇ ଚାଲାଣ ବେଳେ ଧରିଲା ପଦ୍ମପୁର ଅବକାରୀ ବିଭାଗ : ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଞ୍ଜେଇ ଚାଲାଣ ବେଳେ ଧରିଲା ପଦ୍ମପୁର ଅବକାରୀ ବିଭାଗ । ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ତତ୍ୱାବଧାନରେ ଗାଇସିଲେଟରୁ ପଦ୍ମପୁର ଆସୁଥିବା ଏକ ସେଲେରିଓ ଗାଡିକୁ ଅଟକାଇ ଯାଞ୍ଚ କରିବା ବେଳେ ୨୨ କେଜି ଗଞ୍ଜେଇ ଧରିଥିଲା ପଦ୍ମପୁର ଅବକାରୀ ବିଭାଗ । ବିନା ନମ୍ବର…
Read More...

ଚାଷୀଙ୍କ ଅକ୍ଷୟ ତୃତୀୟା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲାଟ ବ୍ଲକର ଭେଲୁଆପଦର ଆମ୍ବ ବୁରେଇଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାଷୀମାନଙ୍କ ବଡ଼ ପର୍ବ ଅକ୍ଷୟ ତୃତୀୟା ମହୋତ୍ସବ ୨୦୨୩ (ମୁଠି ଛିଆ) ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାପତି ଅରବିନ୍ଦ…
Read More...