ମା’ଙ୍କ ନାମରେ ଗଛଟିଏ ଲଗାଇଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ପ୍ରାଥମିକ ଟିଓୟୁପି ବିଦ୍ୟାଳୟରେ ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭା ପାର୍ବତୀଗିରି ମଣ୍ଡପରେ ହୋଇଥିଲା । ଏଥିରେ ମୁଖ୍ୟ!-->…
Read More...
Read More...