Browsing Tag

padmapur news

ପ୍ରଧାନ ଶିକ୍ଷକ ସୌକିଲାଲ ନାଏକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବେହେରା ଡୁବୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌକିଲାଲ ନାଏକଙ୍କ‌ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସୁଦେବ ପୋଢଙ୍କ ସଭାପତିତ୍ୱରେ…
Read More...

ମୁହଁରେ ପ୍ଲାଷ୍ଟିକ୍‌ ଡବା ଲାଗିଥିବା କୁକୁରକୁ ଉଦ୍ଧାର କଲେ ପ୍ରାଣୀ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ଲୁହାଖାନ ଗ୍ରାମରେ ଗୋଟିଏ ବୁଲା କୁକୁରର ମୁହଁରେ ଏକ ପ୍ଲାଷ୍ଟିକ ଡବା ପଶି ଯାଇଥିବାରୁ ଲୋକଙ୍କ କହିବା ଅନୁସାରେ ୧୫ ଦିନ ଧରି ନଖାଇ ଗ୍ରାମରେ ଘରକୁ ଘର ପଶି ଯାଉଥିଲା । ଆଖି ପର୍ଯ୍ୟନ୍ତ ଡବା ପଶି…
Read More...

ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଉଦ୍ୟମ କ୍ରମେ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଲଖମରା ଗାନ୍ଧୀ ଛକରୁ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସୋମବାର ଦିନ ୮ଟା ସମୟରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ତଥା ପାଇକମାଲ ବିଡିଓଙ୍କ ଉଦ୍ୟମ କ୍ରମେ ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରାରୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଆରମ୍ଭ ହୋଇଛି । ଏହି ବସ୍‌ ଆଗରୁ ସାପଲହର ପର୍ଯ୍ୟନ୍ତ ଚାଳୁଥିଲା । ଏହି…
Read More...

ପୁରେନାରେ ଶିକ୍ଷଣ ସାମଗ୍ରୀ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷଣ ସାମଗ୍ରୀ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରଧାନଶିକ୍ଷକ ରେଣୁଧର ସାହୁ । ଅତିଥି ଶିକ୍ଷକ ଭାବରେ ଆଜି ଯୋଗଦାନ…
Read More...

ପଦ୍ମପୁରରେ କ୍ୟାନ୍ସର୍‌ ଯାଞ୍ଚ ଶିବିର : ଯାଞ୍ଚ କଲେ ୭୦ ଜଣ ଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡି ଧର୍ମଶାଳାରେ ଏକ ଦିବସୀୟ କ୍ୟାନ୍ସର ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ମାରୱାଡି ଯୁବାମଞ୍ଚ ଓ ବାଲକୋ କ୍ୟାନ୍ସର ହସ୍‌ପିଟାଲ୍‌ ରାୟପୁର ଦ୍ୱାରା ଆୟୋଜିତ ଏହି ଶିବିରକୁ ଉକ୍ତ ଧର୍ମଶାଳାର ଅଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ…
Read More...

ମୁକୁଳା ଟ୍ରାନ୍ସଫର୍ମର ପାଇଁ ଚାଲିଗଲା ଗୋମାତାର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁଁ ଚାଲିଗଲା ଗୋମାତାର ଜୀବନ । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ କୋତନା ଗ୍ରାମରେ । ବହୁ ଦିନରୁ ପଡ଼ିରହିଛି ମୁକୁଳା ଟ୍ରାନ୍ସଫର୍ମର, ବାରମ୍ବାର…
Read More...

କନ୍ଦାଗାଡ଼ ଗାଧୁଆ ତୁଠ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମହାଦୁର୍ନୀତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧୀନରେ ଥିବା କନ୍ଦାଗାଡ଼ ଗ୍ରାମ ପଞ୍ଚାୟତ କନ୍ଦାଗାଡ଼ କଟାର ଗାଧୁଆ ତୁଠରେ ହୋଇଛି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମହାଦୁର୍ନୀତ କାହା ଆଦେଶରେ ଏହିପରି ଦୁର୍ନୀତି କାର୍ଯ୍ୟ କରିଛନ୍ତି । ଏହି କନ୍ଦାଗାଡ଼ ଗ୍ରାମରେ ଆମ…
Read More...

ବିଲାସପୁରରୁ ବେଲଟୁକ୍ରୀ ରାସ୍ତା ସାଜିଛି ମରଣଯନ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ମାନୁଥିବାବେଳେ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବରଗଡ ପଦ୍ମପୁର ଉପଖଣ୍ଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଳାସପୁର ଗ୍ରାମପଞ୍ଚାୟତର ବିଲାସପୁର ଠାରୁ ବେଲଟୁକ୍ରୀ ରାସ୍ତା କାଦୁଅ…
Read More...

ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଵାଧୀନତାର ପଞ୍ଚସ୍ତରୀ ବର୍ଷ ବିତି ଯାଇଥିଲେ ମଧ୍ୟ ଆବଶ୍ୟକ ମୁତାବକ ଭାବରେ ବିଜୁଳି ପାଇପାରୁ ନାହାନ୍ତି । ଏମିତି ବିଦ୍ୟୁତ୍‌ କରେଣ୍ଟ ଆସୁଛି, ମୋବାଇଲ ମଧ୍ୟ ଚାର୍ଜ ହୋଇପାରୁନାହିଁ । କେବଳ ବିଦ୍ୟୁତ୍‌ ଲୋ ଭୋଲ୍‌ଟେଜ୍ ରହୁଥିବାର ଦେଖିବାକୁ ମିଳୁଛି ।…
Read More...

ସମ୍ବଲପୁରୀ ଦିନରେ ଆସିବେ ଗାୟକ ବିଭୁତିଭୂଷଣ ପଟ୍ଟନାୟକ ଓ ଦୁଃଖିଶ୍ୟାମ ତ୍ରିପାଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ପକ୍ଷରୁ ଆସନ୍ତା ଅଗଷ୍ଟ ୧ ତାରିଖ ଦିନକୁ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମଲପୁରୀ ଦିନ ରୂପେ ପଦ୍ମପୁର ଟାଉନ ହଲ୍‌ରେ ପାଳନ କରାଯିବାକୁ ନେଇ ଆଜି ରବିବାର ଦିନ ଏକ ପ୍ରସ୍ତୁତି ବୈଠକ…
Read More...