ମାଣ୍ଡୋସିଲ ହସ୍ପିଟାଲର ନୂତନ ଗୃହ ଭୂମିପୂଜନ ଓ ଧାରୋଲ ଗୋଟାରୀ ମାର୍କେଟ ଉଦ୍ଘାଟନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ଧାରୋଲ ଗ୍ରାମ ଠାରେ ଗୋଟାରୀ ମାର୍କେଟ ଉଦ୍ଘାଟନ ଓ ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ!-->…
Read More...
Read More...