ପଞ୍ଚମ ଶ୍ରେଣୀର ବୃତ୍ତିରେ ସଫଳତା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ସାହୁ ପଞ୍ଚମ ଶ୍ରେଣୀର ବୃତ୍ତିରେ ସଫଳତା ପାଇ ଥିବାରୁ ପାଇକମାଳ ସହରରେ ଆନନ୍ଦର ଲହରୀ ଖେଳି ଯାଇଛି । ତାଙ୍କର ବାପା ଦିଲୀପ କୁମାର ସାହୁ ଡଭା ମହାବିଦ୍ୟାଳୟର ଅଧ୍ୟାପକ ଥିବା ବେଳେ!-->…
Read More...
Read More...