ଗୋପବନ୍ଧୁ ଯୁବକ କ୍ଲବ ପକ୍ଷରୁ ସଫେଇ ଅଭିଯାନ କାର୍ଯ୍ୟକ୍ରମ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସମାରପାଲି ଗ୍ରାମର ଯୁବକମାନେ ଏକତ୍ରୀତ ହୋଇ ଗ୍ରାମର ନାଳ ନର୍ଦ୍ଦମା ଅଳିଆ ଆବର୍ଜନା ଅନାବନା ଘାସ ଗୁଡିକ ସଫା କରିଛନ୍ତି । ମଶା ବଂଶ ବିସ୍ତାର ନ ହେବା ପାଇଁ ଏହି କାର୍ଯ୍ୟ ତୁଲାଇଛନ୍ତି । ଏହି ଗ୍ରାମର ଯୁବ ଗୋଷ୍ଟୀ ଆଗାମୀ!-->…
Read More...
Read More...