Browsing Tag

padampur news

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଚାକିରିରେ ଘୋଟାଲା : ପଦ୍ମପୁର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଯୁବବର୍ଗଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଅନେକ ଶିଳ୍ପ, କାରାଖାନା ଥିଲେ ମଧ୍ୟ ସ୍ଥାନୀୟ ନିଯୁକ୍ତି ଦିଆଯାଉ ନାହିଁ । ଯାହା ଫଳରେ ଲକ୍ଷାଧିକ ଶିକ୍ଷିତ ଯୁବକ ବେକାର ବସିଥିବା ବେଳେ ସରକାରୀ ବାବୁ ଚାକିରୀ ଦେବା ନାମରେ
Read More...

ବିଜେପିର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିକେଲ ମଣ୍ଡଲ ପୁରେନା ଗ୍ରାମ ପଞ୍ଚାୟତ ସତିଭଟା ଠାରେ ପଞ୍ଚାୟତ ସ୍ତରୀୟ କାଯ୍ୟଁକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବାରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହା ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ପଦ୍ମପୁର
Read More...

ଅନୁସୂଚିତ ଜନଜାତି ବିଜେପି ଜନମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ଗୋବର୍ଦ୍ଧନ ଭୁଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବରଗଡ ଜିଲ୍ଲାରୁ ଗୋବର୍ଦ୍ଧନ ଭୁଏଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି ।
Read More...

ପୋଲିସ କବଜାରେ ଗଞ୍ଜେଇ ବେପାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ଯାଉଥିବା ବଡକୁଞ୍ଜାରୀ ଗ୍ରାମର ବେଲାରସେନ ପଟେଲ ବୟସ-୨୫ବର୍ଷ ପିତା-କ୍ଷିରସିନ୍ଧୁ ପଟେଲ ଏବଂ ଜଗନ୍ନାଥ ପଟେଲ ବୟସ ୨୪ ବର୍ଷ ପିତା ଜୟକୃଷ୍ଣ ପଟେଲ ଏକ ହିରୋ କମ୍ପାନୀର ଏଚ୍.ଏଫ୍ ଡିଲ୍ସ ମୋଟର ସାଇକେଲ ଯାହାର
Read More...

କୋଭିଡ ସୁରକ୍ଷା ଉପକରଣ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ତାଲପାଲିଠାରେ କୋଭିଡ ସୁରକ୍ଷା ଉପକରଣ ବଣ୍ଟନ କରାଯାଇଛି । ପାଇକମାଳ ସ୍ଥିତ "ମାସ" ଅନୁଷ୍ଠାନ ଓ ଏଫଇଏସ୍‌ ଭୁବନେଶ୍ୱର ସହାୟତାରେ ଆସିଥିବା ଉପକରଣ ୩୦ଜଣ ଅଙ୍ଗନୱାଡି କର୍ମୀ ଓ ୩୦ ଜଣ ଆଶା କର୍ମୀ, ସ୍ୱାସ୍ଥ୍ୟ
Read More...

ଜଙ୍ଗଲ ବିଭାଗର ମନରେଗା ଦୁର୍ନୀତି ଅଭିଯୋଗ : ୭୦ ବର୍ଷ ବୟସ୍କ ଲୋକଙ୍କ ଏକାଉଣ୍ଟରେ ପଡିଲା ଲକ୍ଷାଧିକ ଟଙ୍କା, ରେଞ୍ଜ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧ ବର୍ଷ ତଳେ ଜଙ୍ଗଲ ବିଭାଗ ଅଧିନରେ ମନରେଗା କାର୍ଯ୍ୟରେ ନିୟୋଜିତ ହୋଇଥିବା ପ୍ରାୟ ୫୦ ଜଣ ଶ୍ରମିକଙ୍କୁ ଆଜି ଯାଏ ମନରେଗା ଟଙ୍କା ମିଳି ନଥିବାରୁ ଏହାର ପ୍ରତିବାଦରେ ଆଜି ପାଖାପାଖି ୩୦ଜଣ ଯୁବକ ପାଇକମାଲ ଜଙ୍ଗଲ ବିଭାଗ ରେଞ୍ଜ ଅଫିସ ଘେରାଉ କରିଛନ୍ତି ।
Read More...

ଶୁଣିଲାନି ପ୍ରଶାସନ ରାସ୍ତା ନିର୍ମାଣ କଲେ ସ୍ୱେଚ୍ଛାସେବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟର ପ୍ରତ୍ୟେକ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଲୋକଙ୍କ ପଇସାରେ ଖୋଲାଯାଇଛି । ଏହା ଶୁଣିବାକୁ ବେଶ୍‌ ଶ୍ରୁତିମଧୁର ଲାଗେ, କିନ୍ତୁ ଆମେ ସବୁବେଳେ ଦେଖେଇବାକୁ ଚାହୁଁ ବାସ୍ତବିକ ସତକଥା । ଏହି ଘଟଣା ଖୋଲିଦେବ ସରକାରୀ କର୍ମଚାରୀଙ୍କ ଅସଲ ମୁଖା ।
Read More...

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ପ୍ରସ୍ତାବ କ୍ରମେ ପିଏମ୍‌ କେଆର୍‌ସ ଫଣ୍ଡ ଷ୍ଟେଟ ସିଏସ୍‌ଆର୍‌ ତରଫରୁ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା ପରିସରରେ ଏକ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି । ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ
Read More...

ମଳମୁଣ୍ତା ରାସ୍ତାର ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଗନିଆପାଲି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମଳମୁଣ୍ଡା ଗ୍ରାମର ମୁଖ୍ୟ ରାସ୍ତାରେ ବହୁତ ଗୁଡିଏ ସ୍ଥାନରେ ଖାଲ ଢିପ ହୋଇ ରାସ୍ଥାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା ଅଭିଯୋଗ ହେଉଛି । ଏଇ ରାସ୍ତା
Read More...

ଶ୍ରୀବତ୍ସ ତ୍ରିପାଠୀଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବରିଷ୍ଠ କର୍ମଚାରୀ ଶ୍ରୀବତ୍ସ ତ୍ରିପାଠୀଙ୍କ ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହେଉଥିଲା । ନିଜ ଗ୍ରାମ ବରତୁଣ୍ଡାର ଅଙ୍ଗନଦୀ କୂଳର ସ୍ୱର୍ଗଦ୍ୱାର ଘାଟରେ
Read More...