Browsing Tag

padampur news

ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ଏନେଇ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି । ଏନେଇ ରବିବାର ପବିତ୍ର
Read More...

ନିଜ ଜନ୍ମମାଟି ପାଇକମାଲରେ ଇଷ୍ଟଦେବୀଙ୍କୁ ପୂଜା କରି ଆଶୀର୍ବାଦ କାମନା କଲେ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲରେ ତଥା ନିଜ ଜନ୍ମମାଟିରେ ଶନିବାର ନିର୍ବାଚନ ପାଇଁ ଆଶୀର୍ବାଦ କାମନା କରିଛନ୍ତି ପ୍ରଦୀପ ପୁରୋହିତ । ସକାଳେ ବରଗଡ଼ ଲୋକସଭା ଆସନର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ଧର୍ମପତ୍ନୀ ପ୍ରତିମା ପୁରୋହିତଙ୍କ ସହ
Read More...

ଯୁବ ସମାଜସେବୀ ଇଂ. ଆଶୁତୋଷ ସାହୁ ବିଜେପିରେ ସାମିଲ ହେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ଇଂ. ଆଶୁତୋଷ ସାହୁ ଆଜି ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଦୀପ ପୁରୋହିତଙ୍କ ସ୍ୱଚ୍ଛ ନିର୍ମଳ
Read More...

ନିଜ ପୈତୃକ ଗାଁରୁ ପ୍ରଚାର ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସଂସଦୀୟ କ୍ଷେତ୍ରରୁ ନାମ ଘୋଷଣା ପରେ ଆଜି ନିଜ ପୈତୃକ ଗ୍ରାମ ଗାଇସିଲେଟରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ନିଜ ପୈତୃକ ଗ୍ରାମ ଗାଇସିଲେଟ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ସହ ଗ୍ରାମର ବରିଷ୍ଠ
Read More...

ବିଜେପି ଦଳର ପୁରୋଧା ଗୋବର୍ଦ୍ଧନ ଅଗ୍ରୱାଲ ଏବେ ଚର୍ଚ୍ଚାରେ

ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଲେ ବିଜେପିର ବିଜୟ ନିଶ୍ଚିତ : ସାଧାରଣରେ ଚର୍ଚ୍ଚା ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ଦୀର୍ଘ ୩୨ବର୍ଷ ନିରବଚ୍ଛିନ୍ନ ଭାବେ କର୍ତ୍ତବ୍ୟରତ କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ଭାବେ ସାରା ପଦ୍ମପୁର ନିର୍ବାଚନ
Read More...

ବର୍ଷିୟାନ ରାଜନେତା, ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ବର୍ଷିୟାନ ରାଜନେତା, ପୂର୍ବତନ ମନ୍ତ୍ରୀ ଡ଼ା. ଦାମୋଦର ରାଉତଙ୍କ ବିୟୋଗରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟ ରାଜନୀତିରେ ଜଣେ ବିଚକ୍ଷଣ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି । ତାଙ୍କ ସହ
Read More...

ପାଇକମାଲ ହାଇସ୍କୁଲରେ ବିଶ୍ଵ ବନ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ବନ ଦିବସ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ବିଭୂତି ଭୂଷଣ ମୁଣ୍ଡ ଯୋଗଦାନ କରି ବନର
Read More...

ଅଞ୍ଚଳ ମହାବିଦ୍ୟାଳୟରେ ପ୍ରମାଣପତ୍ର ବିତରଣ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁବାର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ କୋଡିଏ ଦିନ ବ୍ୟାପି ଚାଲିଥିବା ଆତ୍ମ ସୁରକ୍ଷା ତାଲିଳିମ କାର୍ଯ୍ୟକ୍ରମର ପ୍ରମାଣପତ୍ର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ପୌରୋହିତ୍ୟ କରି ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର
Read More...

ରାଜଧାନୀର କାନ୍ଥଚିତ୍ରରେ ଖଗେଶ୍ୱରଙ୍କ ସାଜ୍ଞାରେ ସଂଶୋଧନ ଦାବି : ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା କେଏସ୍‌କେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜଧାନୀର କାନ୍ଥରେ ଶୋଭା ପାଉଥିବା କବି ଖଗେଶ୍ୱର ଶେଠଙ୍କ ନାମ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ବୁଧବାର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ସ୍ମାରକପତ୍ର ଦିଆଯାଇଛି ।
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁ ବାଟିକା ବିଭାଗର ନୂତନ ଶିକ୍ଷାବର୍ଷ ପାଇଁ ଘର ହିଁ ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ଓଡିଶା ବିଦ୍ୱତ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା
Read More...
error: Content is protected !!