Browsing Tag

padampur news

ଡେଲି ମାର୍କେଟ ଗଣେଶ ପୂଜା କମିଟି ପଦ୍ମପୁର ପକ୍ଷରୁ ଅନ୍ନଭୋଗ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଗଣେଶ ପୂଜା ଅବସରରେ ପଦ୍ମପୁର ଡେଲି ମାର୍କେଟ ଗଣେଶ ପୂଜା କମିଟି ପକ୍ଷରୁ ଅନ୍ନଭୋଗ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ରାଜେଶ ଗୁର୍ଲାଙ୍କ ଅଧ୍ୟକ୍ଷତାରେ ଏହି ଅନ୍ନଭୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ନଭୋଗ
Read More...

ପାଇକମାଲ ବ୍ଲକ ସ୍ତରୀୟ ସଂସ୍କୃତ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ସଂସ୍କୃତ ଉତ୍ସବ ଝିଟିକି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁନିଇକେଲ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସଂସ୍କୃତ ଶିକ୍ଷକ ସଙ୍ଘର ସଭାପତି ରମାଇଁ ଚରଣ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ
Read More...

ନୃସିଂହନାଥ ପୀଠରେ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଦୀପଦାନ

ଦେଶର ମଙ୍ଗଳ ଓ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ପୀଠରେ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଶୁକ୍ରବାର ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ
Read More...

କେନାବୁଦାରୁ ତମ୍ବା ତାର ଚୋରି ଘଟଣା : ୩ ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ କେନାବୁଦା ଗ୍ରାମରେ ଚାଷ ଜମିରୁ ତମ୍ବା ତାର ଚୋରି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପାଇକମାଲ ଥାନାରେ କେସ୍‌ ନଂ ୨୪୪/୨୦୨୬ରେ ବିଏନ୍‌ଏସ୍‌ର ଧାରା ୩୦୩(୨)/୧୧୨(୨)/୩(୫)
Read More...

ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ପାଇଲେ ଆନ୍ତର୍ଜାତୀୟ ‘ଗ୍ଲୋବାଲ ପାଥ୍‌ ଫାଇଣ୍ଡର୍ସ ଆୱାର୍ଡ’

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ 'ଗ୍ଲୋବାଲ ପାଥ୍‌ ଫାଇଣ୍ଡର୍ସ ଆୱାର୍ଡ' ଲାଭ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ସେ
Read More...

ସାପଲହରରେ ଜିଲ୍ଲା ସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ଗାୟତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ‘ମାଆ ପାଇଁ ଗଛଟିଏ’ ଆହ୍ୱାନକୁ ନେଇ ବରଗଡ଼
Read More...

ସାପଲହରରେ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) :ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ପଦମପୁର ଉପଖଣ୍ଡ ପାଇକମାଳ ବ୍ଲକ ସାପଲହର ଗ୍ରାମରେ ମା’ ଶକ୍ତିଶାଳୀ ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି।ସଂଘର ସଭାପତି ଶୋଭାସାଗର ମେହେରଙ୍କ
Read More...

ପଦ୍ମପୁରରେ ଏବିସିଡ଼ିର ରଙ୍ଗାରଙ୍ଗ ନୂଆଁଖାଇ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ):- ପଦ୍ମପୁର ଏବିସିଡ଼ି ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପ୍ରାଙ୍ଗଣରେ ବୋଡାସମ୍ବର ନୂଆଁଖାଇ ମହୋତ୍ସବ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସହ ଅନୁଷ୍ଠିତ ହୋଇ ଯାଇଛି। ଜାତି, ଧର୍ମ ନିର୍ବିଶେଷରେ ବିଭିନ୍ନ ଅନୁଷ୍ଠାନର ମିଳନ ପେଣ୍ଠସ୍ଥଳୀର ମଞ୍ଚରେ ଏହି
Read More...

୩୦ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍‌ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଇଜିଂ ଷ୍ଟାର କ୍ରିକେଟ କ୍ଲବର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଜତିନ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଚଳିତ ବର୍ଷ ଡିସେମ୍ବର ମାସରେ ସର୍ବଭାରତୀୟ ଛିନ୍ଦେଇକେଲା କପ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଥିଲା ।
Read More...

ନୃସିଂହନାଥରେ ନବାନ୍ନ ଖାଇଲେ ହଜାରରୁ ଉର୍ଦ୍ଧ୍ବ ଭକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ ମହାପ୍ରଭୁ ମାର୍ଜରକେଶରୀଙ୍କର ନିକଟରେ ମଙ୍ଗଳବାର ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ମହାପ୍ରଭୁଙ୍କୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ
Read More...