Browsing Tag

nuapada news

ଚଚରାଭଟା ଗ୍ରାମରେ ମାଁ ଭଣ୍ଡାର ମାଉଳି କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଚରାଭଟା ଗ୍ରାମରେ ମାଁ ଭଣ୍ଡାର ମାଉଳି କ୍ରିକେଟ୍ କପ୍ ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଭରୁଆମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବିରଞ୍ଚି ଜଗତ…
Read More...

ନବନିଯୁକ୍ତ ଶିକ୍ଷକଙ୍କୁ ସିନାପାଲି ଶିକ୍ଷକ ସଂଘର ସ୍ୱାଗତ ସମ୍ୱର୍ଦ୍ଧନା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁବାର ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସ୍ଥାନୀୟ…
Read More...

ବାଘ ମାରିବା ନେଇ ମିଛ ଅଭିଯୋଗରେ ଅଭିଯୁକ୍ତଙ୍କୁ ଶାରୀରିକ ନିର୍ଯ୍ୟାତନା

ନୂଆପଡ଼ା, (ଅଜିତ ବେହେରା) : ବାଘ ମାରିବା ମିଛ ଅଭିଯୋଗରେ ଅଭିଯୁକ୍ତଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଖଡ଼ିଆଳ ଥାନା ଅନ୍ତର୍ଗତ ଦାବ୍ରୀ ଗ୍ରାମର ୫ଜଣ ଆଦିବାସୀ ବ୍ୟକ୍ତି । ସେମାନେ ହେଲେ ଟିକଚନ ମାଝୀ, ଜୟରାମ ମାଝୀ, ଗୋରେଖ…
Read More...

ନୂଆପଡ଼ା ଜିଲ୍ଲାପାଳଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ ଓ ଜିଲ୍ଲାକୁ ଆଗେଇ ନେବାକୁ ଆହ୍ଵାନ

ନୂଆପଡ଼ା, (ଅଜିତ କୁମାର ବେହେରା) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ କ୍ଷେତ୍ର ପରିଦର୍ଶନରେ ଯାଇ କର୍ଲାକୋଟ ଧାନମଣ୍ଡିରେ ଧାନକ୍ରୟ ବ୍ୟବସ୍ଥା ଦେଖିଥିଲେ । ନବୀନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ମଣ୍ଡିରେ ୭ ଜଣ କୃଷକ ୭୦୩ ବସ୍ତା ଧାନ ଜମା କରିଥିଲେ । ମଣ୍ଡିରେ…
Read More...

ସିନାପାଲି ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସାଇବର ସଚେତନା ବୈଠକ ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ଡିଜିଟାଲ ପ୍ୟାମେଣ୍ଟ ସଚେତନତା ଅଭିଯାନ ଓ ସିବିଡ଼ିସି, ୟୁପିଆଇ ଏବଂ ଡିଜିଟାଲ ଠକେଇ ନିବାରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ରାଜ୍ୟରେ ରାଜ୍ୟ ବାହାରେ ବିଭିନ୍ନ ପ୍ରଲୋଭନ…
Read More...

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ୪ ଗୁରୁତର

ନୂଆପଡା, (ଅଜିତ ବେହେରା) : ନୂଆପଡା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଲୁକୁପାଲି ଛକ ଠାରେ ବୁଧବାର ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ମାନେ ହେଲେ କୋମନା ଥାନା ମିର୍ଦ୍ଧାପାଲି ପଞ୍ଚାୟତ ବାଟିବାହାଲ ଗାଁର…
Read More...

ଧାନ ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମରେ ଟ୍ରାକ୍ଟର ଓଲଟି ଜଣେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ଘଟଣାରୁ ପ୍ରକାଶ ଯେ ଅପରାହ୍ନ ୪ ଘଣ୍ଟା ସମୟରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରୁ ଧାନ ଆଣୁଥିବା ବେଳେ…
Read More...

ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ଧାନ, ଭାଙ୍ଗିଗଲା ଚାଷୀର ସ୍ୱପ୍ନ

ନୂଆପଡ଼ା, (ଅଜିତ ବେହେରା) : ପଶ୍ଚିମ ଓଡ଼ିଶାର ମୁଖ୍ୟ ଚାଷ ହେଉଛି ଧାନ ଚାଷ । ଧାନ ଚାଷ କରି ଚାଷୀ ନିଜେ ଚାଲିବା ସହ ଅନ୍ୟ ଲୋକମାନଙ୍କୁ ମଧ୍ୟ ଅନ୍ନ ଯୋଗାଇଥାନ୍ତି । ହେଲେ ଆଖି ପିଛୁଲାକେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଧାନ ଜଳି ପାଉଁଶ ହୋଇ ଯାଇଥିବାର ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା…
Read More...

ବନ ବିଭାଗର ଚଢାଉ : ୧୦ ଲକ୍ଷର ସାଗୁଆନ କାଠ ଓ ଉଡକାରଭିଙ୍ଗ ମେସିନ ଜବତ

ନୂଆପଡ଼ା, (କେପିଏନ୍‌ଏସ୍‌) : ସିନାପାଲି ବ୍ଲକ ସଦର ଗ୍ରାମ ଜଣଙ୍କ ଘରେ ବେଆଇନ ସାଗୁଆନ କାଠରେ ଫର୍ନିଚର ନିର୍ମାଣ ଚାଲିଥିବା ବେଲେ ବନ ବିଭାଗ ମଙ୍ଗଲବାର ଦିନ ଚଢାଉ କରିଛି । ପ୍ରାପ୍ତ ଖବର ଅନୁସାରେ ଏଠାରେ ଏକବର୍ଷରୁ ଅଧିକ ଦିନହେବ ବେଆଇନ ଭାବେ ସାଗୁଆନ କାଠରେ ଫର୍ନିଚର ତଥା ପଲଙ୍କ, କବାଟ…
Read More...

ସୀମାନ୍ତରେ ବଡ଼ ଧରଣର ଜୁଆ ଆଡ୍ଡାରେ ପୋଲିସ୍‌ର ଚଢାଉ : ୮୧ଜଣ ଗିରଫ, ୨୯ ଲକ୍ଷରୁ ଅଧିକ ଟଙ୍କା ଜବତ

ନୂଆପଡ଼ା, (କେପିଏନ୍‌ଏସ୍‌) : ଓଡ଼ିଶା ସୀମାନ୍ତ ଅଞ୍ଚଳ ତଥା ନୂଆପଡ଼ା ଜିଲ୍ଲାରେ ଚାଲିଥିବା ଏକ ବଡ ଧରଣର ଜୁଆଆଡ୍ଡା ଉପରେ ପୁଲିସର ନଜର ପଡ଼ିଛି । ବିଳମ୍ବିତ ରାତିରେ ଖରିଆର ରୋଡ୍ ସହର ସ୍ଥିତ ଚାଲମୁଣ୍ଡା ନିକଟରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ କୋରାପୁଟ ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ…
Read More...