Browsing Tag

nuapada news

ଭତ୍ତା ଟଙ୍କା ପାଇଁ ବୃଦ୍ଧାଙ୍କ ଜୀବନ ନେଇଗଲା ସମ୍ପର୍କୀୟ

ନୂଆପଡ଼ା, (କେପିଏନ୍‌ଏସ୍‌) : ଭତ୍ତା ଟଙ୍କା ପାଇଁ ବୃଦ୍ଧାଙ୍କ ଜୀବନ ନେଇଗଲା ସମ୍ପର୍କୀୟ । ତଦନ୍ତ ପରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା କୋମନା ପୋଲିସ । ଏନେଇ ନୂଆପଡା ଏସପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି । ନୂଆପଡା ଜିଲ୍ଲା କୋମନା ଥାନା ଟିକ୍ରାପଡା ଗାଁରେ…
Read More...

ସିନାପାଲିରେ ଚବିଶ ପ୍ରହରୀ ନାମଯଜ୍ଞ ଆରମ୍ଭ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ରାବଣ ଛକ ଠାରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ଶାନ୍ତି ଓ କଲ୍ୟାଣ ନିମନ୍ତେ କରାଯାଇଥିବା ଏହି ନାମଯଜ୍ଞ ଗତ ୧୭ ତାରିଖ ଦିନ ଏହାର କଳସ ଯାତ୍ରା ଓ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା । ଏହି ଭବ୍ୟ କଳସ…
Read More...

ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଳ ସିଂ ମାଝୀଙ୍କ ସଭାପତିତ୍ୱରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଆନ୍ତଃରାଜ୍ୟ ବାଇକ ଚୋରି ରାକେଟ ଠାବ :୧୭ ବାଇକ ଜବତ, ୩ ଅଭିଯୁକ୍ତ ଗିରଫ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ପୁଲିସ ଏକ ଆନ୍ତଃରାଜ୍ୟ ବାଇକ ଚୋରି ରାକେଟ ଠାବ କରିଛି । ଏଥିରେ ୧୭ଟି ବାଇକ ଜବତ ହେବା ସହ ସିନାପାଲି ଥାନା ହଳଦୀମୁଣ୍ଡା ଗାଁର ବନମାଳି କୋଲଥ୍ଆ (୩୮) ଓ ପର୍ଶୁରାମ ମାଝି ଓରଫ ପରଶୁ (୩୨), ତାଲାକୋଟ ଗାଁର ବାସୁଦେବ ମାଝି ଓରଫ ବାସୁ (୨୪)…
Read More...

ନୂଆପଡ଼ା ଜିଲ୍ଲାପାଳ ବୋହିଲେ ମାଟିର ଭାର : ଶ୍ରମିକଙ୍କୁ କଲେ ଉତ୍ସାହିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ମନରେଗା ଯୋଜନାରେ ଦୈନିକ ୬୦ ହଜାରରୁ ଅଧିକ ଶ୍ରମିକ ନିୟୋଜିତ କରି କ୍ରମାଗତ ଭାବରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି । ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମଗ୍ର ଜିଲ୍ଲା ପ୍ରଶାସନକୁ ସଙ୍ଗରେ ନେଇ…
Read More...

ଭାର ବୋହି ଚର୍ଚ୍ଚାକୁ ଆସିଲେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା : ସରକାରୀ କାମର ତଦାରଖ ପାଇଁ ଫିଲ୍ଡକୁ ଗଲେ । ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ । ମନରେଗା ଯୋଜନାରେ ହେଉଥିବା ମାଟି କାମରେ ଭାରରେ ମାଟି ବୋହିଛନ୍ତି ଜିଲ୍ଲାପାଳ । କେବଳ ଜିଲ୍ଲାପାଳ ନୁହେଁ କୋମନା ବିଡ଼ିଓ ମଧ୍ୟ ଭାର ବୋହି ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି ।…
Read More...

୫୬ କୁଇଣ୍ଟାଲ ମାଣ୍ତିଆ ହଡପ : ମାଣ୍ତିଆ ପାଇନାହାନ୍ତି ହିତାଧିକାରୀ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ମାଣ୍ତିଆ ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ହେଲେ ଦିନକୁ ଦିନ ତାର ଗୁମର ଖୋଲିବାରେ ଲାଗିଛି । ଚଟିଆଗୁଡା ପଞ୍ଚାୟତରେ ୨୦୨୩ରୁ ମାଣ୍ତିଆ ବଣ୍ଟନରେ ଅନିୟମିତତା କରି ପ୍ରାୟ ୫୬…
Read More...

୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକୁଲା ଠାରେ ତିନିଦିନ ବ୍ୟାପି ଅନୁଷ୍ଠିତ ହେଇଥିବା ୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଶନିବାର ଉଦ୍‌ଯାପିତ ହୋଇଯାଇଛି । ୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପାଇଁ ବୁଧବାର ଦିନ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା…
Read More...

ନୂଆପଡାରେ ନାବାର୍ଡ ପ୍ରାୟୋଜିତ ବିରାଟ ଋଣ ମେଳା ସହିତ ଆର୍ଥିକ ଓ ଡିଜିଟାଲ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ସହର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଜାତୀୟ ତଥା ଘରୋଇ ବ୍ୟାଙ୍କକୁ ନେଇ ନାବାର୍ଡ ପ୍ରାୟୋଜିତ ଏକ ବିରାଟ ଋଣ ମେଳା ଆୟୋଜନ କରାଯାଇଥିଲା । ଏହି ଋଣ ମେଳାରେ ୨୨୫ ଜଣ ହିତାଧୀକାରୀଙ୍କୁ ମୋଟ ୧୪ କୋଟି ୮୬ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା…
Read More...

ବିପୁଳ ପରିମାଣର ଗଞ୍ଜେଇ ସହ ପିକ୍‌ଅପ୍ ଭ୍ୟାନ ଜବତ : ଗାଡି ଛାଡି ଡ୍ରାଇଭର ଫେରାର

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଫ୍ଲ୍ୟାଇଙ୍ଗ୍ ସ୍କ୍ଵାର୍ଡ଼ ଇନ୍ସପେକ୍ଟର ସୁରେଶ ତାଣ୍ଡିଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ କରୁଥିବା ବେଳେ କୋମନା ଥାନା ଅନ୍ତର୍ଗତ ସେମେଲପାଲି ପାଖରେ ବଲାଙ୍ଗିର ଜିଲ୍ଲା ଲାଠୋର ପଟୁ ମାଲ ବୋଝେଇ ଏକ ବୋଲେରୋ…
Read More...