Browsing Tag

nuapada news

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ନୂଆପଡା : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଆର୍‌ଆଇ ଅଫିସ ନିକଟସ୍ଥ ବୁଲାଣିରେ ବାଇକରେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ବୋଡେ଼ନ ଡାକ୍ତରଖାନା ପଠାଯାଇଛି । ମିଳିଥିବା ସୂଚନା ଅନୁସାରେ ରୟାଧର ଦଳ ତାଙ୍କର…
Read More...

ଆରପାରିକୁ ଚାଲିଗଲେ ବିଧାୟକ ରାଜେନ୍ଦ୍ର ଢୋଲକିଆ

ନୂଆପଡ଼ା, (କେପିଏନ୍‌ଏସ୍‌): ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣପଡ଼ିଛି । ହାର୍ଟ ଏବଂ କିଡନୀ ସମ୍ବନ୍ଧୀୟ ରୋଗରେ ସେ ପୀଡ଼ିତ ଥିବା କୁହାଯାଉଛି ।…
Read More...

ନୂଆପଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ୨୬୦ଟି ଗ୍ରାମରେ ଆରମ୍ଭ ହେବ ଆଦି କର୍ମଯୋଗୀ ଅଭିଯାନ

ନୂଆପଡା, (ସନ୍ତୋଷ ପଟ୍ଟନାୟକ) : ଆଦିବାସୀମାନଙ୍କ ସର୍ବବିଧ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ "ଆଦି କର୍ମଯୋଗୀ ଅଭିଯାନ" ନୂଆପଡା ଜିଲ୍ଲାରେ ଅତିଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏଥିପାଇଁ ଏକ ଦିଶା…
Read More...

ବିଡ଼ିଓ ହେବ ତ’ ଏମିତି : ଡ୍ରେନ ସଫା କଲେ ବିଡ଼ିଓ

ନୂଆପଡ଼ା, (କେପିଏନ୍‌ଏସ୍‌) : ଭାରତ ସ୍ୱାଧୀନ ହେଲା ପରଠୁ ଆମେ ଅନେକ ପ୍ରଶାସନିକ ଅଧିକାରୀଙ୍କୁ ସିନାପାଲି ବିଡ଼ିଓ ଭାବରେ ଅବସ୍ଥାପିତ ହୋଇଥିବା ଦେଖିଛୁଁ । ହେଲେ ଏମିତି ବିଡ଼ିଓ କେବେ ଦେଖିନୁ । ବର୍ତ୍ତମାନ ସିନାପାଲି ବିଡ଼ିଓ ଅନ୍ୟ ସାଧାରଣ ଲୋକ ଓ ରାଜନେତା ତଥା ପ୍ରଶାସନିକ ଅଧିକାରୀ…
Read More...

ବନ ବିଭାଗ ଦ୍ଵାରା ଜଙ୍ଗଲି କୁଟୁରା ଉଦ୍ଧାର

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରା ବନ ବିଭାଗ ଉଦ୍ଧାର କରିଛି । କୁଟୁରାଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ କୁଟୁରାକୁ ଯତ୍ନ ନେଉଛନ୍ତି…
Read More...

ନୂଆପଡ଼ାରେ ବାଘ ଆତଙ୍କ

ନୂଆପଡ଼ା : ନୂଆପଡ଼ାରେ ବାଘ ଆତଙ୍କ । ଛେଳିକୁ ମାରି ଖାଇଲା କଲରାପତିିଆ ବାଘ । ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଖୋଲିଭିତର ଗାଁରେ ଘଟଛି ଏହି ଘଟଣା । ଜଙ୍ଗଲ ଭିତରେ ଛେଳିକୁ ଆକ୍ରମଣ କରିଥିଲା ବାଘ । ଛେଳି ଚରାଳିମାନେ ବାଘକୁ ଦେଖି ଚିତ୍କାର କରିବା ପରେ…
Read More...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ୍ୟୁ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଧରମସାଗର ଛକ ନିକଟ ଜାତୀୟ ରାଜପଥ ୩୫୩ରେ ଏକ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ହେଲେ ଡୁମେରବାହାଲ ଗ୍ରାମର ଗୌରାଙ୍ଗ ଛତ୍ରିଆ (୨୫) । ସେ ଖଡ଼ିଆଳରୁ ନିଜ କାମ…
Read More...

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଆସନ୍ତା ୧୮ ଅଗଷ୍ଟରୁ ଅଣ-ରାଜସ୍ୱ କାର୍ଯ୍ୟ ବନ୍ଦ ଘୋଷଣା

ନୂଆପଡା, (ସନ୍ତୋଷ ପଟ୍ଟନାୟକ ) : ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଆସନ୍ତା ୧୮ ଅଗଷ୍ଟରୁ କଲମ ୨ ସଂଶୋଧନ (C2C) ଏବଂ ସମସ୍ତ ଅଣ-ରାଜସ୍ୱ କାର୍ଯ୍ୟ ବନ୍ଦ କରିବାକୁ ଘୋଷଣା ଭୁବନେଶ୍ୱର, ୧୬ ଅଗଷ୍ଟ: ରାଜ୍ୟବ୍ୟାପୀ ରାଜସ୍ୱ କ୍ଷେତ୍ର କର୍ମଚାରୀମାନେ ଅସହ୍ୟ କାର୍ଯ୍ୟଭାର,…
Read More...

ଡୁମେରପାଣି ଉଚ୍ଚ ବିଦ୍ୟାଳୟରେ ହରଘର ତ୍ରିରଙ୍ଗା ପଦ‌ଯାତ୍ରା

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସଦର ବ୍ଲକ ଡୁମେରପାଣି ଉଚ୍ଚ ବିଦ୍ୟାଳୟରେ ହରଘର ତ୍ରିରଙ୍ଗା ପଦଯାତ୍ରା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ‌ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ଇତିହାସ ଅଧ୍ୟାପକ ଡ଼ଃ ଶିବ ପ୍ରସାଦ…
Read More...

ଦୁଇ ଦିନିଆ ନୂଆପଡ଼ା ଗସ୍ତରେ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ନୂଆପଡ଼ା, (କେପିଏନ୍‌ଏସ୍‌) : ଖଡିଆଳଠାରେ ଆମ୍ବେଦକର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ତା:୧୧.୦୮. ନୂଆପଡ଼ା ଜିଲ୍ଲା ଦୁଇ ଦିନିଆ ଗସ୍ତରେ ଥିବା ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖଡିଆଳଠାରେ ଆମ୍ବେଦକର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି । ଖଡିଆଳଠାରେ ଦଳୀୟ କର୍ମୀମାନେ…
Read More...