Browsing Tag

nimabahali news

ଜାତୀୟ ରାଜପଥ କଡରେ ଡ୍ରାଇଭର ସଙ୍ଘ ସଦସ୍ୟଙ୍କ ଧାରଣା

ନିମବାହାଳି : ୫୫ ନମ୍ବର ଜାତୀୟ ରାଜପଥ ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ମୋଟଙ୍ଗା ବାଇପାସ୍ ଛକରେ ଜାତୀୟ ରାଜପଥ କଡରେ ଧାରଣା ଦେଲେ ଡ୍ରାଇଭର ସଙ୍ଘ । ବିଭିନ୍ନ ଦାବୀ ନେଇ ଡ୍ରାଇଭର ମାନେ ଷ୍ଟିୟରିଙ୍ଗ ଛାଡ଼ କରିବା ସହିତ ଜାତୀୟ ରାଜପଥ କଡରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା
Read More...

ବିଦ୍ୟାଳୟରୁ ଚାଉଳ ନେଇ ଖାଇଗଲେ ହାତୀପଲ

ନିମବାହାଳି : ଢେଙ୍କାନାଳ ବନଖଣ୍ଡ ଅଧିନ ମେରାମଣ୍ଡଳି ସେକ୍ସନ ଅଧିନ ସୁରଭି ସ୍ଥିତ ପ୍ରାଥମିକ ବିଦ୍ୟାଳୟରୁ ବଣୁଆ ହାତୀପଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳକୁ କବାଟ ଓ ଝରକା ଭାଙ୍ଗି ଲୁଟି ନେଇଥିବା ଜଣାପଡିଛି । ବୁଧବାର ୧୦ ଟିକିଆ ହାତୀପଲ ବିଦ୍ୟାଳୟର ପାଚେରୀ, ମୁଖ୍ୟ
Read More...

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନାବାଳକ ମୃତ

ନିମବାହାଳି : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବଦାଳୁ ଗାଁରେ ଶିକାର ପାଇଁ ବିଛା ହୋଇଥିବା ଫାଶରେ ପଡ଼ି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି
Read More...

ବିଆରଜି ପ୍ଳାଣ୍ଟରୁ ଚୋରି ଉଦ୍ୟମ ବେଳେ ଧରା ପଡ଼ିଲେ ୨ ଦୁର୍ବୃତ୍ତ

ନିମବାହାଳି : ବିଆରଜି ପ୍ଳାଣ୍ଟରୁ ଚୋରି ଉଦ୍ୟମ ବେଳେ ଧରା ପଡ଼ିଲେ ଦୁଇ ଜଣ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା କୁରୁଣ୍ଟିରେ ଥିବା ବିଆରଜି ପ୍ଳାଣ୍ଟରୁ ଏପରି ଚୋରି ଉଦ୍ୟମ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଉତ୍ତର ପ୍ରଦେଶ ରାଜ୍ୟର ଜଲନ୍ନା
Read More...