ଦେଶରେ କରୋନା ସଂକ୍ରମଣରୁ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିିଁ, ଗତ ୨୪ ଘଣ୍ଟା ମଧ୍ୟରେ ୮୯୩ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ : ଯଦିଓ ଦେଶରେ କରୋନାର ସଂକ୍ରମଣ ଟିକେ ସ୍ଥିର ଥିବା ପରି ମନେହେଉଛି, କିନ୍ତୁ ଏହାର ଅନ୍ୟ ଏକ ଦିଗ ନଛୋଡ଼ବନ୍ଧା ମନେହେଉଛି । କରୋନା ସଂକ୍ରମଣରୁ ମୃତ୍ୟୁ ସଂଖ୍ୟା ତେଜୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୯୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ, ୨ ଲକ୍ଷ ୩୪ ହଜାର ୨୮୧!-->…
Read More...
Read More...