Browsing Tag

news of india

ଆଜି ଉତ୍ତରପ୍ରଦେଶ ବିଧାନସଭାର ୯ଟି ଜିଲ୍ଲାର ୫୫ଟି ଆସନରେ ମତଦାନ ଚାଲିଛି

ଲକ୍ଷ୍ନୌ : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଜି ଫେବୃଆରୀ ୧୪ ରେ ଉତ୍ତରପ୍ରଦେଶ ବିଧାନସଭାର ୯ଟି ଜିଲ୍ଲାର ୫୫ଟି ଆସନରେ ଅନୁଷ୍ଠିତ ହେଉଛି । ଏଥି ସହିତ ଆଜି ଉତ୍ତରାଖଣ୍ଡ ଏବଂ ଗୋଆର ସମସ୍ତ ଆସନରେ ଭୋଟ୍ ଗ୍ରହଣ ଚାଲିଛି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା…
Read More...

ଚାକିରି ଖୋଜିବାକୁ ଆସିଥିବା ଯୁବତୀ ଗ୍ୟାଙ୍ଗରେଫ୍‌ର ଶିକାର

ଚୁରୁ : ଚାକିରି ଖୋଜିବାକୁ ରାଜସ୍ଥାନର ଚୁରୁରେ ପହଂଚି ଥିବା ୨୨ ବର୍ଷୀୟ ଯୁବତୀ ୪ ଜଣ ବ୍ୟକ୍ତିଙ୍କ ଦ୍ୱାରା ଗ୍ୟାଙ୍ଗରେଫ୍‌ର ଶିକାର ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । କେବଳ ଏତିକି ନୁହେଁ, ଗ୍ୟାଙ୍ଗରେଫ୍‌ ପରେ ଅଭିଯୁକ୍ତମାନେ ହାତଗୋଡ଼ ବାନ୍ଧି ପିଡ଼ୀତାଙ୍କୁ ଛାତ ଉପରୁ ତଳକୁ…
Read More...

ନିର୍ମାଣାଧୀନ ସୁଡ଼ଙ୍ଗ ଭୁଷୁଡ଼ିଲା : ଫସିଲେ ୯ ଶ୍ରମିକ, ସୁରକ୍ଷିତ ଭାବେ ୫ ଉଦ୍ଧାର

ଭୋପାଳ : ମଧ୍ୟପ୍ରଦେଶର କଟ୍‌ନୀରେ ନିର୍ମାଣାଧୀନ ଷୁଡ଼ଙ୍ଗ ଭୁଷୁଡ଼ି ପଡ଼ିବାରୁ ୯ ଜଣ ଶ୍ରମିକ ସେ ଭିତରେ ଫସି ରହିଥିବା ବେଳେ ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପ୍ରଶାସନ ଅନୁସାରେ ସମୁଦାୟ ୯ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରେ ଫଶି ରହିଥିଲେ । ଉଦ୍ଧାର କାର୍ଯ୍ୟ…
Read More...

ଭୋଜପୁରୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଆମ୍ରପାଲି ଦୁବେ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା…

ମୁମ୍ବାଇ : ଭୋଜପୁରୀ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ଗ୍ଲେମରିୟସ୍‌ ଅଭିନେତ୍ରୀ ଆମ୍ରପାଲି ଦୁବେ ନିଜ ଅଭିନୟ ପାଇଁ ବେଶ୍‌ ସୁନାମ ଅର୍ଜନ କରି ସାରିଛନ୍ତି । ତାଙ୍କ ଆକର୍ଷଣୀୟ ଅଭିନୟ କୋଟି କୋଟି ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛି । ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କୁ ଶ୍ରେଷ୍ଠ…
Read More...

ନିଶାଖୋର ଯୁବକଙ୍କ ଉନ୍ମତ୍ତ କାଣ୍ଡ : ମୋବାଇଲ ଟାୱାର୍‌ ଉପରେ ଚଢ଼ିଲା, ଚିର୍ଲ୍ଲେଇଲା- ବସନ୍ତୀ କୋ ବୁଲାଓ

ଭୋପାଳ : ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ଚାନ୍ଦଲାରେ ଆଜି ଅପରାହ୍ନ ପାଖାପାଖି ୨ଟା ସମୟରେ ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଯାଇଥିଲା । ଏହା ପରେ ସେ ଜୋର୍‌ରେ ପାଟି କରି ବସନ୍ତୀ କୋ ବୁଲାଓ ବୋଲି ବାରମ୍ବାର କହୁଥିଲା । ଏହାଶୁଣି ଆଖପାଖର ଲୋକମାନେ ସେହି ସ୍ଥାନରେ ପହଂଚି ଯାଇଥିଲେ ।…
Read More...

ସଡ଼କ ଦୁର୍ଘଟଣା : ୧୮ ଆହତ

ଛତିଶଗଡ଼ : ନାରାୟଣପୁରରେ ଏକ ସଡ଼କ ଦୁର୍ଘଟଣା ସୂଚନା ମିଳିଛି । ସୂଚନା ଅନୁସାରେ ଏକ ଯାତ୍ରୀ ବାହୀ ପିକ୍‌ଅପ୍‌ ଭ୍ୟାନ ଓଲଟି ୧୮ ଜଣ ଯାତ୍ରୀ ଆହତ ହୋଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୧୮ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ…
Read More...

ବଜାଜ ଗ୍ରୁଫ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ

ପୁଣେ : ବଜାଜ ଗ୍ରୁଫ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କର ୮୩ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ଗତ କିଛି ବର୍ଷ ଧରି କ୍ୟାନସର୍‌ ରୋଗରେ ପୀଡ଼ିତ ଥିଲେ । ଆଜି ପୁଣେ ସ୍ଥିତ ତାଙ୍କ ବାସଭବନରେ ବିୟୋଗ ଘଟିଛି । ତାଙ୍କ…
Read More...

ବଢ଼ୁଛି ସାଇବର୍‌ କ୍ରାଇମ୍‌ : ଅନ୍‌ଲାଇନ୍‌ ଠକେଇରୁ ନିଜେ ସୁରକ୍ଷିତ ରୁହନ୍ତୁ

ନୂଆଦିଲ୍ଲୀ : ବଢ଼ିବାରେ ଲାଗିଛି ସାଇବର୍‌ କ୍ରାଇମ୍‌ । ଏଭଳି ସ୍ଥିତିରେ ଅନ୍‌ଲାଇନ୍‌ ଠକେଇରୁ ନିଜେ ସୁରକ୍ଷିତ ରହିବା ଆଜିର ସମୟରେ ଏକ ବଡ଼ ଆହ୍ୱାନ ହୋଇଯାଇଛି । ଅନେକ ସମୟରେ ମୋବାଇଲ୍‌ ଫୋନ୍‌ରେ ଅନ୍‌ନୋନ୍‌ ନମ୍ବରରୁ କଲ୍‌ କରାଯାଇ ନାନା ପ୍ରକାର ଲୋଭ କିମ୍ବା ଲଟେରି ଫିଟି ଥିବାର ଖବର…
Read More...

ବିଜାପୁରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୧ ଯବାନ ସହିଦ

ଜଗଦଲପୁର : ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଯବାନ ଓ ମାଓବାଦୀ ସାମ୍ନାସାମ୍ନି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏହି ଘଟଣାରେ ସିଆରପିଏଫ୍‌ର ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ୍‌ ସହିଦ ହୋଇ ଯାଇଥିବା ଜଣାପଡ଼ିଛି । ଜଣେ ଯବାନ ଆହତ ମଧ୍ୟ ହୋଇଛନ୍ତି । ବିଜାପୁର ଏସ୍‌ପି…
Read More...

ଟ୍ରାକରେ ପଡ଼ିଥିବା ୩ ବର୍ଷର ଝିଅର ଜୀବନ ବଂଚାଇଲେ ମହମ୍ମଦ ମେହବୁବ, ଦୁହିିଁଙ୍କ ଉପରେ ଚାଲିଗଲା ମାଲବାହୀ ଟ୍ରେନ୍

ଭୋପାଳ : ମଧ୍ୟପ୍ରଦେଶର ଭୋପାଳରେ ୩୭ ବର୍ଷିୟ ମହମ୍ମଦ ମେହବୁବ ତିନି ବର୍ଷର ଜଣେ ଶିଶୁକନ୍ୟାକୁ ନିଜ ଜୀବନ ବାଜିରେ ଲଗାଇ ବଞ୍ଚାଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଦେଖୁଥିବା ଲୋକେ ମେହବୁବଙ୍କୁ ପ୍ରଶଂସା କରୁଛନ୍ତି । ଏହା…
Read More...