Browsing Tag

news of india

ଆପ‌ତ୍ତି ଉଠାଇ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ପ୍ରତିରକ୍ଷା ପ୍ରସଙ୍ଗରେ ସଂସଦୀୟ କମିଟି ବୈଠକରୁ ଓହରି…

ନୂଆଦିଲ୍ଲୀ : ପ୍ରତିରକ୍ଷା ବ୍ୟାପାର ସଂସଦୀୟ ବୈଠକରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଅନ୍ୟ ସଦସ୍ୟମାନେ ମଧ୍ୟଭାଗରୁ ବାହାରି ଆସିଛନ୍ତି । ସୂଚନାନୁସାରେ, ରାହୁଲ ଗାନ୍ଧୀ ଆପତ୍ତି ଉଠାଇଛନ୍ତି ଯେ, ସଂସଦୀୟ କମିଟି ସଶସ୍ତ୍ର ବାହିନୀର ୟୁନିଫର୍ମ ଉପରେ ଆଲୋଚନା କରିବା ପାଇଁ ସମୟ…
Read More...

ମମତା ବାନାର୍ଜୀଙ୍କୁ ଲାଗିଲା ବଡ ଝଟ୍‌କା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମସି)କୁ ବଡ଼ ଝଟ୍‌କା ଲାଗିଛି । ଦଳର ବିଧାୟକ ଶୁଭେନ୍ଦୁ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକାରୀ ତାଙ୍କ ଇସ୍ତଫା ଦାଖଲ କରିବାକୁ ବିଧାନସଭାରେ ପହଞ୍ଚିଥିବା ବେଳେ ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ…
Read More...

ଦିଲ୍ଲୀ-ନୋଏଡା ଯାତ୍ରୀମାନଙ୍କ ପାଇଁ ସମସ୍ୟା ବଢ଼ିଲା : କୃଷକମାନେ ଚ‌ିଲ୍ଲା ବୋଡ଼ର୍‌ ବନ୍ଦ କରିଦେଲେ

ନୂଆଦିଲ୍ଲୀ : ଦିଲ୍ଲୀରୁ ନୋଏଡା ଏବଂ ନୋଏଡାରୁ ଦିଲ୍ଲୀ ଯାତ୍ରୀମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇଛି । ଆନ୍ଦୋଳନକାରୀ କୃଷକମାନେ ପୁଣି ଥରେ ଆନେ୍‌ନ୍ଦାଳନକୁ ତେଜିଆନ୍‌ କରିଛନ୍ତି । ଦିଲ୍ଲୀରୁ ନୋଏଡାକୁ ଆସିବାର ମୁଖ୍ୟ ବାଟ ହେଉଛି ଚିଲା ସୀମା । ଏହାପୂର୍ବରୁ କୃଷକମାନେ ଏହାକୁ ବନ୍ଦ କରି…
Read More...

ଏହା କେଉଁ ପ୍ରକାରର ମଦ ନିଷେଧ : ବିହାରର ପୁରୁଷମାନେ ମହାରାଷ୍ଟ୍ର ଏବଂ ଗୋଆ ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି –…

ନୂଆଦିଲ୍ଲୀ : ବିହାରର ଲୋକମାନେ ଅଧିକ ମଦ୍ୟପାନ କରୁଥିବା କଥା ଶୁଣିଲେ ଚକିତ ହେବାକୁ ପଡେ଼ । ବିହାରରେ ଯଦିଓ ମଦ ଉପରେ ନିଷେଧାଦେଶ ରହିଛି, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୦ର ଆକଳନରେ ଚକିତ କରିବା ଭଳି ରିପୋର୍ଟ ଆସିଛି । ମଦ୍ୟପାନ ଦୃଷ୍ଟିରୁ ତେଲେଙ୍ଗାନା ଗୋଆଠାରୁ ଆଗରେ…
Read More...

ପ୍ରଧାନମନ୍ତ୍ରୀ ୧୯୭୧ ଯୁଦ୍ଧର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

ନୂଆଦିଲ୍ଲୀ: ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂରଣ ହୋଇଛି । ଏହି ଯୁଦ୍ଧ ହିଁ ବି‌ଶ୍ୱ ମାନଚିତ୍ରରେ ବାଂଲାଦେଶ ନାମକ ଏକ ନୂତନ ରାଷ୍ଟ୍ରର ଉତ୍ପତ୍ତି ଘଟାଇଲା । ଏହି ଯୁଦ୍ଧରେ ଭାରତ ପାକିସ୍ତାନକୁ ଷଠି କ୍ଷୀର ମନେ ପକାଇ ଦେଇଥିଲା । ଏହି ବିବାଦରେ ପରାଜୟର ଶିକାର ହେବା…
Read More...

ଏ ସରକାର ଆମ କଥା ଶୁଣୁନାହାନ୍ତି, କେବଳ ଘୂରଉଛ‌ନ୍ତି : କହିଛନ୍ତି ବିରୋଧୀ କୃଷକମାନେ

ନୂଆଦିଲ୍ଲୀ : କୃଷକ ସଂଗଠନଗୁଡ଼ିକ ସେମାନଙ୍କ ଦାବୀ ଉପରେ ଜିଦ୍ ଧରିଛନ୍ତି । ସି‌ନ୍ଧୁ ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକମାନେ କହିଛନ୍ତି ଯେ, ଆମେ ଗଣମାଧ୍ୟମରୁ ଜାଣିଛୁ ଯେ ସରକାର ଆମ ପକ୍ଷରୁ ଲିଖିତ ଉତ୍ତର ଅପେକ୍ଷା କରିଛନ୍ତି । ସରକାର ବାହାରୁ ଆସୁଥିବା ଲୋକଙ୍କୁ ଅନୁମତି ଦେଉ…
Read More...

ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ନୂଆଦିଲ୍ଲୀ : ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବେ । ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ ଆଲୋଚନା…
Read More...

କୃଷକମାନେ ଏନ୍‌-୯କୁ ଅବରୋଧ କରିଛନ୍ତି : ଆମରଣ ଅନଶନ ଜାରି : ଶାହାଙ୍କ ସହ କୃଷି ମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ : ଆଜି କୃଷି ନିୟମ ବିରୁଦ୍ଧରେ ସାରା ଦେଶରେ ଭୋକ ଉପବାସ ଅନଶନ ଚାଲିଛି । ଦଶ ହଜାର କୃଷକ ସଂଗଠନ ଦିଲ୍ଲୀରେ ଭୋକ ଉପବାସରେ ଅଛନ୍ତି ଏବଂ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବୀ କରୁଛନ୍ତି । ଆଜି କୃଷକମାନଙ୍କ ଦ୍ୱାରା ଅନେକ ରାଜପଥ ଅବରୋଧ କରାଯାଇଛି ଏବଂ ନେତାମାନଙ୍କୁ ଘେରିବା…
Read More...

ବିଜେପି ଉପରେ ବର୍ଷିଲେ ଉଦ୍ଧବ : ପାକିସ୍ତାନରୁ ପିଆଜ, ଚିନି ଆଣୁଥିବା ବିଜେପି ସରକାର କ’ଣ ସେଠାରୁ କୃଷକ ବି…

ନୂଆଦିଲ୍ଲୀ : କୃଷକଙ୍କ ପ୍ରସଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ସରକାର ଉପରେ ବର୍ଷିଛନ୍ତି। ଉଦ୍ଧବ କହିଛନ୍ତି ଯେ, କୃଷକମାନେ ଦିନରାତି ଏଭଳି ଶୀତଦିନରେ ରାସ୍ତାରେ ଶୋଇଛନ୍ତି । ବିଜେପି ନେତାମାନେ ଏକାଠି ବିଚାର କରିବା ଉଚିତ୍ ଯେ, କୃଷକମାନେ ବାମପନ୍ଥୀ, ପାକିସ୍ତାନୀ…
Read More...

କେନ୍ଦ୍ର ଉପରେ ସିଦ୍ଧୁଙ୍କ ଆକ୍ରମଣ : ଆୟ ଦୁଇଗୁଣ କରିବାକୁ ପ୍ରତିଜ୍ଞା କରି ୫୦୦ର ଲଲିପପ୍ କୃଷକଙ୍କୁ ଧରାଇ ଦେଲେ ସରକାର

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି ଯେ, କୃଷକମାନେ କୌଣସି ଛାଡ କିମ୍ବା ସବସିଡି ମାଗୁନାହାଁନ୍ତି । ସେମାନେ ସେମାନଙ୍କର ଉପଯୁକ୍ତ ରୋଜଗାର ଏବଂ ଉଚିତ ମୂଲ୍ୟ ପାଇଁ…
Read More...