ଗାଜିଆବାଦରେ ଡ଼ବଲ୍ ମର୍ଡର : ବଜରଙ୍ଗ ଦଳ କାର୍ୟ୍ୟକର୍ତ୍ତାଙ୍କ ଘରେ ପଶି ଦୁଇଜଣ ମହିଳାଙ୍କୁ ହତ୍ୟା, ୩ ଶିଶୁ ଆହତ
ଗାଜିଆବାଦ : ଦେଶର ରାଜଧାନୀ ନୂଆଦିଲ୍ଲୀ ନିକଟରେ ଥିବା ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଅପରାଧୀମାନେ ବିନା ଭୟରେ ଅପରାଧ କରୁଛନ୍ତି । ଗାଜିଆବାଦର ଶତାବ୍ଦୀପୁରମ୍ ଅଞ୍ଚଳରୁ ସଦ୍ୟତମ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଅପରାଧୀମାନେ ଏକ ଘରେ ପ୍ରବେଶ କରି ବିଭତ୍ସ କାଣ୍ଡ ରଚିଥିଲେ ।!-->…
Read More...
Read More...