Browsing Tag

narasinghapur news

ମହାନଦୀରେ ବୁଡ଼ି ଯୁବକ ନିଖୋଜ

ନରସିଂହପୁର : ମହାନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଥିବା ଖବର ମିଳିଛି । ଯୁବକ ଜଣକ ହେଲେ ନରସିଂହପୁର ବ୍ଲକ ଅନ୍ତର୍ଗତ ଅଲରା ଗ୍ରାମର ଗୋପବନ୍ଧୁ ମହାନ୍ତି(ବାପୁନା) । ନୂଆପାଟଣା ମହାନଦୀ ଘାଟରେ ବୁଡି ନିଖୋଜ ଥିବା ଜଣାପଡିଛି । ଖବର ପାଇ ନରସିଂହପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା
Read More...

ବନ ବିଭାଗର ସବୁ ପ୍ରଚେଷ୍ଟା ବିଫଳ : ଶେଷରେ ଆଖି ବୁଜିଲା ଚିକିତ୍ସାଧୀନ ଦନ୍ତାହାତୀ

ନରସିଂହପୁର : ବନ ବିଭାଗର ସବୁ ପ୍ରଚେଷ୍ଟା ବିଫଳ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍‌ଓ । ସୂଚନା ଅନୁସାରେ ଆଜିକୁ ୬ ଦିନ ତଳେ ନରସିଂହପୁର ପଶ୍ଚିମ ରେଞ୍ଜ ନୂଆଗଡ଼ ଜଙ୍ଗଲରେ ଗୁଳି ବିଦ୍ଧ ହାତୀଟି ଘୁରି ବୁଲୁଥିଲା । ମଝିରେ ମଝିରେ
Read More...

ମାଟିତଳୁ ହାତୀ କଙ୍କାଳ ଜବତ କଲା ଏସ୍‌ଟିଏଫ୍‌ ଟିମ୍‌

ନରସିଂହପୁର : ମାଟିତଳୁ ହାତୀ କଙ୍କାଳ ଜବତ କରିଛି ଏସ୍‌ଟିଏଫ୍‌ ଟିମ୍‌ । ସୂଚନା ଅନୁସାରେ, ବଡ଼ମ୍ବା ନରସିଂହପୁର ବରସିଂଗା ଅଞ୍ଚଳରୁ କ୍ରାଇମ୍‌ ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ମାଟିତଳୁ ହାତୀର କଙ୍କାଳ ଉଦ୍ଧାର କରିଥିବା ବେଳେ ଦୁର୍ବୃତ୍ତ ମାନେ ହାତୀକୁ ମାରି ଦାନ୍ତ ଉପାଡ଼ିନେବା ପରେ ମୃତ
Read More...

ଚମ୍ପେଶ୍ୱର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୧୯୭୯ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ବଂଧୁ ମିଳନ

ନରସିଂହପୁର, (କେପିଏନ୍‌ଏସ୍‌) : ଗତ ରବିବାର ଦିନ ଚମ୍ପେଶ୍ୱର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୧୯୭୯ ବ୍ୟାଚ୍‌ର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପ୍ରଥମ ବଂଧୁମିଳନ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନର ପ୍ରାୟ ୪୦ ଜଣ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପ୍ରଥମେ
Read More...