Browsing Tag

nabarangpur news

କୋରାନା ଚିହ୍ନଟ ହେବା ପରେ ଯୁବକଙ୍କ ଆତ୍ମହତ୍ୟା

ନବରଙ୍ଗପୁର : କରୋନାରେ ଚିହ୍ନଟ ହେବା ପରେ କୀଟନାଶକ ପିିଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଳାର ବଡସିମା ଗାଁର ଯୁବକ ନରେନ୍ଦ୍ର ବିଶୋଇ(୨୦) ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ର‍୍ୟାପିଡ଼୍‌ ଟେଷ୍ଟ କରାଇଥିଲେ । ଟେଷ୍ଟ ପୋଜେଟିଭ୍‌ ଆସିବା ନେଇ କୋଭିଡ୍‌
Read More...