ଗୋଲାବନ୍ଧ ରାସ୍ତାରୁ ୨୫ କ୍ଵିଣ୍ଟାଲ ବେଆଇନ୍ ଖଇର କାଠ ଜବତ : ଅଭିଯୁକ୍ତମାନେ ଫେରାର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତଥା ବଙ୍ଗୋମୁଣ୍ଡା ବ୍ଲକ ଗୋଲାବନ୍ଧ ରାସ୍ତାରୁ ୨୫କ୍ଵିଣ୍ଟାଲ ବେଆଇନ୍ ଖଇର କାଠ ଜବତ କରାଯାଇଛି । ଏହି ଜବତ ଖଇର କାଠର ଆନୁମାନିକ ମୂଲ୍ୟ ୮୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଜବତ କାଠ ରେଞ୍ଜ କାର୍ଯ୍ୟଳୟକୁ!-->…
Read More...
Read More...