Browsing Tag

muribahal news

ମୁରିବାହାଲ ବ୍ଲକ କଂଗ୍ରେସ କମିଟି ସଭାପତି ଚୟନ ପାଇଁ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଫରେଷ୍ଟ ବିଭାଗ ଡାକବଙ୍ଗଳାଠାରେ ମଙ୍ଗଳବାର ବ୍ଲକ କଂଗ୍ରେସ କମିଟିର ଉପସଭାପତି ବିଭୀଷଣ ମହାନନ୍ଦଙ୍କ ସଭାପତିତ୍ୱରେ ବ୍ଲକ କଂଗ୍ରେସ ସଭାପତି ଚୟନ ପାଇଁ ଏକ ସ୍ୱତନ୍ତ୍ର ତଥା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି…
Read More...

ମୁରିବାହାଲ ସାର୍ବଜନୀନ ଦୂର୍ଗାପୂଜା କମିଟିର ପ୍ରତିଷ୍ଠାତା ସଦସ୍ୟ ଟିକେଲାଲ ଭୋଇଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା(ବସ୍ତି)ର ଟିକେଲାଲ ଭୋଇ(୭୫)ବର୍ଷଙ୍କ ମଙ୍ଗଳବାର ଅପରାହ୍ନରେ ବଲାଙ୍ଗିରଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ମୁରିବାହାଲ ସାର୍ବଜନୀନ ଦୂର୍ଗାପୂଜା କମିଟିର ଜଣେ ପ୍ରତିଷ୍ଠାତା ସଦସ୍ୟ…
Read More...

ମୁରିବାହାଲ ବ୍ଲକସ୍ତରୀୟ ୭୯ତମ ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ବ୍ଲକ ସଭାଗୃହରେ ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ସଂଯୋଜନାରେ…
Read More...

ତେନ୍ତୁଳିଖୁଣ୍ଟି ସ୍କୁଲରେ ଅଘଟଣ : ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୯୦ରୁ ଅଧିକ ଛାତ୍ରଛାତ୍ରୀ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସଦର ମହକୁମା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଧ୍ୟାହ୍ନ ଭୋଜନରେ ଏକ ମଲା ଝିଟିପିଟି ପଡ଼ିଥିବା ବେଳେ ଏହି ଖାଦ୍ୟ ଖାଇ ୯୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର…
Read More...

ବଡ଼ସାଇମରାରୁ ବିବାହିତା ମହିଳା ନିଖୋଜ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡ଼ସାଇମରା ପଞ୍ଚାୟତ ଖଲିଆପାଲି ଗ୍ରାମର ହିମାଦ୍ରୀ ଦେଓ(୩୦)ନାମକ ଜଣେ ବିବାହିତା ମହିଳା ବୁଧବାର ପୂର୍ବାହ୍ନରେ ଘରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ସ୍ଵାମୀ ରଞ୍ଜିତ ଦେଓ(୪୩)ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।…
Read More...

ମୁରିବାହାଲ ବ୍ଲକର ନୂତନ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଜିପିଡିଓ ରୂପେ ପ୍ରସନ୍ନ କୁମାର ନାଗଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ନୂତନ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ରୂପେ ପ୍ରସନ୍ନ କୁମାର ନାଗ କାର୍ଯ୍ୟରେ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକରେ ଗ୍ରାମପଞ୍ଚାୟତ ଉନ୍ନୟନ…
Read More...

ବାଙ୍କେଲ ହାଇସ୍କୁଲରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସଚେତନତା କାର୍ଯ୍ୟକ୍ରମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବଲାଙ୍ଗିର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଦ୍ଵାରା ସ୍କୁଲର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ମୋଟ ୪୪ଟି ଅଭିଯୋଗର ଶୁଣାଣି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଓ ଏସପି…
Read More...

ଫୁଣ୍ଡେଲପଦର ଗ୍ରାମରେ ଲଘୁଚାପ ବର୍ଷାରେ ଭାଙ୍ଗିଲା କଞ୍ଚା ମାଟିଘର :
ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଫୁଣ୍ଡେଲପଦର ଗ୍ରାମର ଦାମୋଦର ଭୋଇଙ୍କ ପୁଅ କୁବେର ଭୋଇ(୩୫)ଙ୍କ କଞ୍ଚା ମାଟିଘର ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଯାଇଛି । ମୁରିବାହାଲ ବ୍ଲକ ଅଞ୍ଚଳରେ ଝିପି ଝିପି ଲଘୁଚାପ ବର୍ଷା ଲାଗି ରହିଥିବା…
Read More...

ବିଟାବନ୍ଧର ବୃଦ୍ଧା ବାସନ୍ତୀ ତାଣ୍ଡିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଯଦୁ ତାଣ୍ଡିଙ୍କ ମା ବାସନ୍ତୀ ତାଣ୍ଡିଙ୍କ ଶୁକ୍ରବାର ସକାଳେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ଯଦୁ ତାଣ୍ଡି, ଝିଅ ସନ୍ତରା…
Read More...