Browsing Tag

muribahal news

ମାଳିଶିରାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବ୍ଲକ ଶାଖାର ବୈଠକ

ନୂତନ ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ଚୟନବ୍ଲକସ୍ତରୀୟ ଆଦିବାସୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରାଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବ୍ଲକ ଶାଖାର ଏକ ବୈଠକ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ସଭାପତି…
Read More...

ମୁରିବାହାଲ ଯୋଗେଶ୍ୱର ବିହାରରେ ମଣ୍ଡଳସ୍ତରୀୟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଯୋଗେଶ୍ୱର ପୀଠ ଅଲେଖ ମହିମା ଆଶ୍ରମଠାରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ମୁରିବାହାଲ ମଣ୍ଡଳସ୍ତରୀୟ "ହିନ୍ଦୁ ସମ୍ମିଳନୀ" ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ,…
Read More...

ମୁରିବାହାଲ ବ୍ଲକ ସ୍ତରୀୟ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା କର୍ମଶାଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସ୍ତରୀୟ ଦକ୍ଷତା ଓ ବିକାଶ ଓ ପ୍ରଶିକ୍ଷଣ ଯୋଜନା କର୍ମଶାଳା ଶନିବାର ଦିନ ମୁରିବାହାଲ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଉଦ୍ୟାନ ବିଭାଗ ତରଫରୁ ଆୟୋଜିତ କର୍ମଶାଳାକୁ ମୁରିବାହାଲ ସହକାରୀ…
Read More...

ଅବ୍ୟବସ୍ଥାରେ ଗୁରୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ପ୍ରଧାନ ଶିକ୍ଷକଙ୍କ ମନମାନି ଯୋଗୁଁ ଶ୍ରେଣୀ କୋଠରୀରେ ଚାଉଳ ବସ୍ତା ବାହାରେ ଛାତ୍ରଛାତ୍ରୀବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବିପଦରେ କୁନିକୁନି ଛାତ୍ରଛାତ୍ରୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁରୁଣ୍ଡା ଉଚ୍ଚ ପ୍ରାଥମିକ…
Read More...

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ଫେରାଇ ଆଣିବା ପାଇଁ ମୁରିବାହାଲ ବ୍ଲକ କଂଗ୍ରେସ କମିଟିର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କଂଗ୍ରେସ କମିଟିର ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ଶୁକ୍ରବାର ବ୍ଲକ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସରକାର ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆଇନ ୨୦୦୫କୁ ବନ୍ଦ…
Read More...

ନୂଆପଡ଼ାର ନିଖୋଜ ଦାଦନ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର

ଘଟଣାର ୩ ମାସ ପରେ ଜେଲଗଲା ଦାଦନ ସର୍ଦ୍ଦାର ପ୍ରଶାନ୍ତ ଚନ୍ଦନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପେଟପାଟଣା ପାଇଁ ଗତ ସେପ୍ଟେମ୍ବର ମାସରେ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିବା ଭଳି ପୁଣି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା । ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା…
Read More...

ଫଟାମୁଣ୍ଡା ୟୁପି ସ୍କୁଲ ପ୍ରଧାନଶିକ୍ଷକଙ୍କ ଦାଦାଗିରି ଓ ବ୍ୟାପକ ଅନିୟମିତତା ଅଭିଯୋଗ : ସ୍କୁଲରେ ତାଲା ପକାଇ ତୀବ୍ର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଫଟାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚତୁର ବାଗ ବହୁ ବର୍ଷ ଧରି ଏହି ସ୍କୁଲରେ ହିଁ ରହି ଦାଦାଗିରି କରୁଥିବା ତଥା ତାଙ୍କ ଇଙ୍ଗିତରେ ସ୍କୁଲରେ ବ୍ୟାପକ ଅନିୟମିତତା…
Read More...

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ନିକଟବର୍ତ୍ତୀ ପତ୍ରାପାଲି (ଗ) ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।…
Read More...

ପୁଞ୍ଜିପଥରରେ ଟିଟିଲାଗଡ ଶାଖା ଜୀବନ ବୀମା ଅଭିକର୍ତ୍ତା ସଂଘର ୨୯ତମ ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ

ନୂତନ କର୍ମକର୍ତ୍ତା ନିର୍ବାଚିତବୁଲବୁଲ୍ ମେହେର ସଭାପତି, ଅସୀମ କୁଣ୍ଡୁ ସମ୍ପାଦକ, କ୍ଷୀରୋଦ ସାହୁ କୋଷାଧ୍ୟକ୍ଷ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ(ଲିଆଫି) ଟିଟିଲାଗଡ ଶାଖାର ୨୯ତମ ସାଧାରଣ ବାର୍ଷିକ ସଭା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା…
Read More...

ମୁରିବାହାଲରେ ଆଦିବାସୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଆଦିବାସୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ…
Read More...