Browsing Tag

muniguda news

ବିଦ୍ୟାଳୟରେ ଅନିୟମିତତା ନେଇ ଖବର ପ୍ରସାରଣ

ସାମ୍ବାଦିକଙ୍କ ନାଁରେ ପ୍ରଧାନ ଶିକ୍ଷକଙ୍କ ମିଥ୍ୟା ମାମଲା ଘଟଣାଜିଲ୍ଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ପକ୍ଷରୁ ଥାନା ଅଧିକାରୀଙ୍କ ସହ ଆଲୋଚନା ମୁନିଗୁଡା, (ରମାକାନ୍ତ ପୋଡ଼ାଲ) : ରାୟଗଡା ଜିଲ୍ଲା ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ଚାରି ପାଞ୍ଚ ମାସ ଧରି
Read More...

୩ ଦେଶୀ ବନ୍ଧୁକ ସହ ୩ ଗିରଫ୍

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଡାଙ୍ଗସୋରଡ଼ା ଫାଣ୍ଡି ଅଧିନସ୍ଥ ବାଙ୍ଗରୋଡା ବ୍ରିଜ୍ ନିକଟରେ ତିନିଜଣ ଲାଇସେନ୍ସ ନଥିବା ୩ ଦେଶୀ ବନ୍ଧୁକ ଧରି ଶିକାର କରୁଥିବା ସମୟରେ ମୁନିଗୁଡ଼ା ପୋଲିସ ଚଢ଼ାଉ କରି ଗିରଫ୍ କରିଥିବା ଜଣାପଡିଛି । ଗିରଫ
Read More...

ଘର ଭିତରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ମୁନିଗୁଡ଼ା, (ରମାକାନ୍ତ ପାଡ଼ାଲ୍) : ମୁନିଗୁଡ଼ା ଅମ୍ବାଦଳା ଥାନା ଷ୍ଟେସନ କୁମୁଡ଼ାବାଲି ଗାଁରେ ଘଟିଛି ଅଭାନୀୟ ଘଟଣା । ନିଜ ଘର ଭିତରୁ ବୃଦ୍ଧାଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର କରିଛି ଅମ୍ବଦଳା ପୋଲିସ । ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ
Read More...

ବିଷମକଟକ ମଣ୍ଡଳ ତରଫରୁ ‘ମନ କି ବାତ’ କାର୍ଯ୍ୟକ୍ରମ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ଆଜି ବିଷମକଟକ ଠାରେ ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଗ୍ରାମ ପଞ୍ଚାୟତ ଠାରେ ଥିବା ହଲ ନିକଟରେ ବିଷମକଟକ ଭାଜପା ମଣ୍ଡଳ ତରଫରୁ ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
Read More...

ଜୋର୍ ଧରିଲା କାଞ୍ଚନଭଟାକୁ ନୂତନ ପଞ୍ଚାୟତ ଗଠନ ଦାବୀ

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଜୋର୍ ଧରିଲା କାଞ୍ଚନଭଟାକୁ ନୂତନ ଗ୍ରାମ ପଞ୍ଚାୟତ ଦାବୀ । ମେଳି ହେଲେ ୨୩ଟି ଗ୍ରାମର ମହିଳା ଓ ପୁରୁଷ । ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତର କାଞ୍ଚନଭଟା ଠାରେ ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବୀ କରି ସମୂହ ୨୩ ଗ୍ରାମର ୫ଟି ୱାର୍ଡବାସୀ
Read More...

ରାଷ୍ଟ୍ରୀୟ ଏକତା ଦିବସରେ, ମିନି ମାରାଥନ ଦୌଡ଼

ମୁନିଗୁଡା, (ରମାକାନ୍ତ ପଡାଲ) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଉପଲେକ୍ଷେ ରାଷ୍ଟ୍ରୀୟ ଏକତା ପାଇଁ ଓଡ଼ିଶା ପୋଲିସ ତରଫରୁ ରନଫର ୟୁନିଟି ଗଣ ଦୌଡ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ରାୟଗଡ଼ା ଜିଲ୍ଲା ଅମ୍ବାଦଳା, ମୁନିଗୁଡା,
Read More...

ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଫସଲ

ମୁନିଗୁଡ଼ା, (ରମାକାନ୍ତ ପଡାଲ) : ମୁନିଗୁଡା ରେଞ୍ଜର ବିଭିନ୍ନ ଗାଁମାନଙ୍କରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଜଙ୍ଗଲ ଛାଡ଼ି ଏବେ ଜନବସତି ମୁହାଁ ହେଉଛନ୍ତି ହାତୀ । ମୁନିଗୁଡା ରେଞ୍ଜ ଅମ୍ବାଦଳା ସେକ୍ସନର ପିଡେଲପଦର, ଉମ୍ୱେର, ଖଲିଆଗୁଡ଼ା, କିଞ୍ଜିଲୁଆ, ନାନିବୁଟି, ଟିକରପଡା ଆଦି
Read More...

ଆଜି ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ : ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ

ମୁନିଗୁଡ଼ା : ଏନ୍ଏସି ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ରାଜ୍ୟ ସରକାର ମୁନିଗୁଡ଼ାକୁ ଏନ୍ଏସି ଘୋଷଣାରୁ ବାଦ୍ ଦେବା ଘଟଣା । ଯହାର ପ୍ରତିବାଦରେ ବୁଧବାର ମୁନିଗୁଡାଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟ
Read More...

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଜଣେ ଶିକ୍ଷକଙ୍କୁ କ୍ରାଇମବ୍ରାଞ୍ଚ ଦ୍ୱାରା ଅଟକ

ମୁନିଗୁଡା, (ରମାକାନ୍ତ ପଡାଲ) : ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଶିକ୍ଷକ ବିଜୟ ମିଶ୍ରଙ୍କୁ ପୋଲିସ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । କ୍ରାଇମବ୍ରାଞ୍ଚର ଏକ ମାମଲାରେ ତାଙ୍କୁ ପୋଲିସ ଉଠାଇ ନେଇଥିବା କୁହାଯାଉଛି । ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି
Read More...

ମୁନିଗୁଡା ବ୍ଲକର ଡଙ୍ଗରିଆ ଜନଜାତିଙ୍କ ପାଇଁ ବିକାଶ ଅପହଞ୍ଚ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ନିୟମଗିରି ପର୍ବତ ମାଳାରେ ଶହ ଶହ ବର୍ଷ ଧରି ରହିଆସୁଥିବା ନୀରିହ ଆଦିମ ଡଙ୍ଗରିଆ ଜନଜାତିଙ୍କ ପାଇଁ ବିକାଶ ଅପହଞ୍ଚ ହୋଇପଡିଥିବା ଅଭିଯୋଗ ହେଉଛି । ଏଠାରେ ଜୀବନ ଜୀବିକା ଶୋଚନୀୟ ହୋଇପଡିଥିବା କୁହାଯାଉଛି । ସରକାର ଡଙ୍ଗରିଆ ଜନଜାତିଙ୍କ ଉନ୍ନୟନ ପାଇଁ
Read More...