ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ : ଲକଡ଼ାଉନରେ ପୋଲିସର କଡ଼ାକଡ଼ି ଯାଂଚ
ମ.ରାମପୁର, (ହେମନ୍ତ ସାହୁ) : ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେଇଛି ଲକଡ଼ାଉନ । କେବଳ ଗୋଟିଏ ପ୍ରୟାସ, ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ମଧ୍ୟ ପ୍ରଶାସନ ତରଫରୁ ଯାଂଚ କଡ଼ାକଡ଼ି କରାଯାଇଛି । ତେବେ ସକାଳ ୬ଟାରୁ ୧୨ଟା ଯାଏଁ ଲୋକଙ୍କୁ ଘର!-->…
Read More...
Read More...