ବର୍ଷା ବିତ୍ପାତ : ତେନ୍ତୁଳି ଗଛ ତଳେ ଚାପି ହୋଇଗଲେ ବାଇକ୍ ଆରୋହୀ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ଥାନା ମ.ରାମପୁର ରିଶିଡା ପୂର୍ତ୍ତ ବିଭାଗ ରାସ୍ତା ପାଜିବାହାଲି ରାସ୍ତାରେ ଏକ ବିରାଟକାୟ ତେନ୍ତୁଳି ଗଛ ତଳେ ଜଣେ ବାଇକ୍ ଆରୋହୀ ଚାପି ହୋଇ ରହି ଯାଇଥିଲେ । ଅନ୍ୟ ପଥଚାରୀ ବ୍ୟକ୍ତିମାନେ ଏହା ଦେଖିବା ପରେ ଅଗ୍ନିଶମ!-->…
Read More...
Read More...