ଶହୀଦ ରେଣ୍ଡୋ ମାଝୀଙ୍କ ଜନ୍ମମାଟିରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ମ. ରାମପୁର, (ପି.କେ ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମେରା ୟୁବା ଭାରତ କଳାହାଣ୍ଡି ଶାଖା ଓ ମ.ରାମପୁର ବନାଞ୍ଚଳ ସହଯୋଗରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଉର୍ଲାଦାନୀ ଶହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତି ପରିସରରେ ମା' ପାଇଁ ଗଛଟିଏ!-->…
Read More...
Read More...