Browsing Tag

lathikata news

ନେହେରୁ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

ଲାଠିକଟା, (କେପିଏନ୍‌ଏସ୍‌) : ଲାଠିକଟା ବ୍ଲକ ଚି଼କଟାମାଟି ଗ୍ରାମ ପଂଚାୟତର କିଲିଙ୍ଗା ଗ୍ରାମର ନେହେରୁ କ୍ଲବ ଖେଳ ପଡିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଚି଼କାଟମାଟି ଗ୍ରାମ ପଂଚାୟତ ସରପଞ୍ଚ ଲଲିତା ଏକ୍କା ଏବଂ ଲାଠିକଟା ଜିଲ୍ଲା
Read More...

ଜଡ଼ାକୁଦର ଗ୍ରାମପଂଚାୟତରେ ବିକାଶର ଧାରା ଓଡିଶା ସାରା – ଦୁଇବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

ଲାଠିକଟା, (କେପିଏନ୍‌ଏସ୍‌) : ଲାଠିକଟା ବ୍ଲକ ଅନ୍ତର୍ଗତ ଜଡ଼ାକୁଦର ଗାମପଂଚାୟତ ଠାରେ ନୂତନ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗଦାନ କରିଥିଲେ । ଜିଲ୍ଲା ପରିଷଦ (ଖ) ସଂଜୁକ୍ତା ବିନ୍ଦୁ
Read More...