Browsing Tag

kudasingha news

ନୂଆପଡ଼ା ଗ୍ରାମର ଗଉନ୍ତିଆ ଉମାକାନ୍ତ ସିର୍ଦ୍ଧାରଙ୍କ ଦେହାନ୍ତ

କୁଡାସିଂହା, (କେପିଏନ୍‌ଏସ୍‌) : ସଦର ବ୍ଲକ କୁଡାସିଂହା ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ଗର୍ବ ଗୌରବ ସମ୍ମାନସ୍ପଦ ଗଉନ୍ତିଆ ଉମାକାନ୍ତ ସିର୍ଦ୍ଧାରଙ୍କ ଦେହାନ୍ତ ଆଜି ଭୋର ୪ ଟା ସମୟରେ ହୋଇଯାଇଛି । ସେ ଥିଲେ ଜଣେ ଜଣାଶୁଣା ନୀତିବାନ, ସୁଦକ୍ଷ ନାଟ୍ୟ ଅଭିନେତା, ହାର୍ମୋନୀୟମ ବାଦକ,
Read More...

୧୫ତମ କିକ୍ରେଟ୍ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ

କୁଡାସିଂହା, (କେପିଏନ୍‌ଏସ୍‌) : ଟିକ୍ରାପଡା ଗ୍ରାମ ପଞ୍ଚାୟତର କୁଡାସିଂହା ଗ୍ରାମରେ ସପ୍ନେଶ୍ୱର ବାବା କିକ୍ରେଟ୍ କ୍ଲବ ଆନୁକୂଲ୍ୟରେ ୧୫ତମ କିକ୍ରେଟ୍ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଟାମେଣ୍ଟ ୫ ଦିନ ଧରି ଚାଲିଥିବା ବେଳେ ଗତକାଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା
Read More...

କୁଡାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା

କୁଡାସିଂହା, (କେପିଏନ୍‌ଏସ୍‌) : କୁଡାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷ ଛବିଳ ବଗର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାଟି ଦୁଇ ଦିନ ବ୍ୟାପି ଚାଲିଥିଲା ।
Read More...

କୁଡାସିଙ୍ଗା ଗ୍ରାମରେ ଜଣେ ୩ ବର୍ଷର ଶିଶୁ କନ୍ୟା ଛାତ ଉପରୁ ପଡି ଗୁରୁତର ଆହତ

କୁଡାସିଙ୍ଗା, (ମନିଷ କୁମାର ସାହୁ) : ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଡାସିଙ୍ଗା ଗ୍ରାମରେ ଆଜି ଅପରାହ୍ନ ୪ଟା ସମୟରେ ଛାତ ଉପରୁ ଖସି ଜଣେ କୋମଳମତି ଶିଶୁ କନ୍ୟା ଗୁରୁତର ଆହତ ହେବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନା ମତେ କୁଡାସିଙ୍ଗା ଗ୍ରାମର କୁନା ବେହେରାଙ୍କ ୩
Read More...