Browsing Tag

khajuripada news

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଜଣେ ମୃତ

ଖଜୁରୀପଡ଼ା : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଡ୍ରି ସାହିଠାରେ ଦୁର୍ଘଟଣା । ଏକ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଖଜୁରୀପଡ଼ା ନୂଆସାହିର ଅଲେଖ ମଲ୍ଲିକ(୬୫ ) । ସୂଚନା ଅନୁଯାୟୀ, ଅଲେଖ ଗୁଡ୍ରି ସାହିରେ ଥିବା ସେୟାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା…
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ : ୧ ମୃତ, ୧ ଗୁରୁତର

ଖଜୁରିପଡା/ଫୁଲବାଣୀ : ସଦର ଥାନା ଅନ୍ତର୍ଗତ ତୁଡିପାଜୁ ଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତାହତମାନେ ହେଲେ ଖଜୁରିପଡା ବ୍ଲକ ଅନ୍ତର୍ଗତ ବିଲାବାଡି ପଞ୍ଚାୟତ ସମାପାଯୁ ଗ୍ରାମର ରୋହିତ କହଁର ଏବଂ ସାଇବନ…
Read More...