Browsing Tag

kataka news

୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା

କଟକ : ବାପ ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ସମ୍ପର୍କର ମୂଲ୍ୟ ଭୁଲି ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ଖବର ମୁତାବକ, ଗତକାଲି ଶହେ ଟଙ୍କା ପାଇଁ ଅଭିଯୁକ୍ତ ବାପା ମାନସ ବେହେରା ତାଙ୍କ ପୁଅ
Read More...

ଗୋଟିଏ ଦିନରେ ‘ରାମ ନାମ’ କବିତା ଲିଖନ ରେକର୍ଡ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାମ ନବମୀ ଅବସରରେ ରାଜ୍ୟସ୍ତରୀୟ ରାମ ନାମ ଶୀର୍ଷକ ଲିଖିତ କବିତା ସୃଜନ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହା ଆଧ୍ୟାତ୍ମିକ ସାହିତ୍ୟର ସର୍ବବୃହତ୍ ପ୍ରତିଯୋଗିତା ଥିଲା । ସକାଳ ୭ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ
Read More...

ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ

କଟକ : କଟକରେ ନିର୍ମାଣ କାମ ବେଳେ ଦୁର୍ଘଟଣା । ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ । ଏଭଳି ଅଘଟଣ ଘଟିଛି କଟକ ମାଲଗୋଦାମ ଅଞ୍ଚଳରେ । ନିର୍ମାଣ କାମ ଚାଲୁଥିବା ବେଳେ ହଠାତ ମାଟି ଅତଡ଼ା ଧସି ଯାଇଥିଲା । ଏହା ତଳେ ଚାପି ହୋଇଯାଇଥିଲେ କାମ କରୁଥିବା ଶ୍ରମିକ । ଅଣନିଶ୍ୱାସୀ ହୋଇ
Read More...

ଓଭର୍‌ବ୍ରିଜ୍‌ ତଳକୁ ଖସିପଡ଼ିଲା ବସ୍‌ : ୫ ମୃତ, ୩୦ରୁ ଅଧିକ ଆହତ

କଟକ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଓଭର୍‌ବ୍ରିଜ୍‌ ତଳକୁ ଗତ ରାତିରେ ଏକ ବସ୍‌ ଖସି ପଡ଼ିଥିବା ବେଳେ ସେଥିରେ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ମଧ୍ୟ ଆଶଙ୍କା
Read More...

ଟ୍ରେନ୍ ଲାଇନ୍‌ରେ ପଡିଛି ଅଜଣା ଯୁବକଙ୍କ ମୃତଦେହ

କଟକ : ଟ୍ରେନ୍ ଲାଇନ୍‌ରେ ପଡିଛି ଅଜଣା ଯୁବକଙ୍କ ମୃତଦେହ । କଟକ ଯୋବ୍ରା ନିକଟ ଟ୍ରେନ୍ ଲାଇନ୍‌ରେ ପଡିଛି ରହିଛି କ୍ଷତବିକ୍ଷତ ମୃତଦେହ । କଟକ ଜିଆର୍‌ପି ପକ୍ଷରୁ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୁଧବାର ଦିନ ଯୋବ୍ରା ନିକଟ ଟ୍ରେନ୍ ଲାଇନ୍‌ରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର କିଛି
Read More...

ମୁକୁଳା ଡ୍ରେନ୍ ନେଲା ଜୀବନ : ଖସିପଡ଼ି ରାଜମିସ୍ତ୍ରୀ ମୃତ

କଟକ : କଟକ ନୂଆ ବଜାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ମୁକୁଳା ଡ୍ରେନ୍‌ରେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସିଆର୍‌ଆର୍‌ଆଇ ଥାନା ନୂଆ ବଜାର ଅଞ୍ଚଳର ମହିମା ନଗର ମଙ୍ଗଳା ମନ୍ଦିରଠାରେ ଏହି ଅଘଟଣ ଘଟିଛି । ସକାଳେ ସ୍ଥାନୀୟ ଲୋକେ ଡ୍ରେନ୍‌ରେ ମୃତଦେହ ପଡ଼ିଥିବା ଦେଖି
Read More...
error: Content is protected !!