ଏମିତି ବି ଆସେ ମୃତ୍ୟୁ : ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ବାଟରେ ପଡି ଯୁବକ ମୃତ
କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଗାଧୋଇ ସାରି ଘରକୁ ଫେରୁ ଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କଣ୍ଟାବାଞ୍ଜି ଥାନା କୁକୁଡାହାଡ ଗାଁର ଗୋବିନ୍ଦ କୁଅଁର (୨୬) । ସୂଚନାଯୋଗ୍ୟ ଯେ, କୁକୁଡାହାଡ ଗାଁରେ ରହୁଥିବା ଗୋବିନ୍ଦ କୁଅଁର ଗତ କିଛି ମାସ ଆଗରୁ ପେଟ ବ୍ୟଥା!-->…
Read More...
Read More...