ବଡବାଙ୍କି ପଂଚାୟତ ରଣାପଡାରୁ ସଗ୍ରିଆପଡା ରାସ୍ତାର ନୂତନ ପୋଲ ନିର୍ମାଣ ଅଧପନ୍ତରିଆ
୯ ଲକ୍ଷ ୩ ହଜାର ଟଙ୍କା ଆତ୍ମସାତ୍ ଅଭିଯୋଗ
କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ମାଓ ପ୍ରବଣ ଅଂଚଳ ବଡବାଙ୍କି ପଂଚାୟତ । ବଡବାଙ୍କି ପଂଚାୟତ ସଦର ଗ୍ରାମଠାରୁ ରଣାପଡାରୁ ସଗ୍ରିଆ ପଡା ରାସ୍ତାର ମଝିରେ ବହିଯାଇଛି ଡୁମେରମୁଣ୍ଡା ନାଳ । ବର୍ଷା!-->!-->!-->…
Read More...
Read More...