କଣ୍ଟାବାଞ୍ଜିରେ ପାଚେରୀ ଭାଙ୍ଗିବା ଘଟଣା : ଗୁରୁତର ଶ୍ରମିକଙ୍କ ମୃତ୍ୟୁ
କଣ୍ଟାବାଞ୍ଜି , (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ପାଚେରୀ ଭାଙ୍ଗିବା ଘଟଣାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ପାଚେରୀ ଭାଙ୍ଗିବା ଫଳରେ ୨ ଶ୍ରମିକ ଦବି ଯାଇଥିଲେ । ଯେଉଁଥିରେ ଜଣେ ଶ୍ରମିକ!-->…
Read More...
Read More...