Browsing Tag

kalkar news

ପୁଣି ୩ ମାସର ଆଗୁଆ ଭତ୍ତା ଦାବୀ କଲେ ଲୋକ କଳାର ବହୁମୂଖୀ ପ୍ରତିଭାଧାରୀ ଲଲିତ ଜଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନାର ଦ୍ୱିତୀୟ ଲହରରେ ଦେଶ ତଥା ରାଜ୍ୟରେ ଏବେ ସଟଡାଉନ୍ ଓ ଲକ୍ ଡାଉନ୍ । ବହୁତ ସାଂଘାତିକ ପରିସ୍ଥିତିରେ ସାରା ବିଶ୍ୱ । ସଂକ୍ରମଣ ବଢିବା ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଧନ ଜନ ସମ୍ପତ୍ତି କ୍ଷୟ କ୍ଷତି ହେବା
Read More...