Browsing Tag

kalahandi news

ଦୁଲକିବନ୍ଧରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲକିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷା ଚମ୍ପା ବେଣୁପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଗୌନ୍ତିଆପଡା
Read More...

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଦୁଇ ଭାଇ କୋର୍ଟ ଚାଲାଣ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ସରପଞ୍ଚଙ୍କ ଦୁଇ ପୁଅ ଗିରଫ ହୋଇ କୋର୍ଟ ଚାଲାଣ ହେବା ଘଟଣା ଉଭୟ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । କୋର୍ଟ ଚାଲାଣ ହୋଇଥିବା ବ୍ୟକ୍ତି ଦ୍ୱୟ ନୂଆପଡା
Read More...

କଳାହାଣ୍ଡିରୁ ୧୯୨ ବରିଷ୍ଠ ନାଗରିକଙ୍କ କାମାକ୍ଷୀ ଯାତ୍ରା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସୋମବାର କଳାହାଣ୍ଡି ଜିଲ୍ଲାରୁ ୫ ଗୋଟି ସ୍ୱତନ୍ତ୍ର ବସ ଯୋଗେ ୧୯୨ ଜଣ ବରିଷ୍ଠ ନାଗରିକ କାମାକ୍ଷୀ ଅଭିମୁଖେ ଯାତ୍ରା କରିଛନ୍ତି । ରାୟଗଡାରେ ସମସ୍ତ ତୀର୍ଥଯାତ୍ରୀ ରାତ୍ରି ଯାପନ କରି
Read More...

ଜୁନାଗଡ଼ ମହୋତ୍ସବରେ ସ୍ଥାନୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ରଙ୍ଗାରଙ୍ଗ ଲାଇଭ କାର୍ଯ୍ୟକ୍ରମ ପ୍ରଦର୍ଶନ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜୁନାଗଡ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପିଏମ ଶ୍ରୀ ହାଇସ୍କୁଲ ଜୁନାଗଡର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ଲାଇଭ ନୃତ୍ୟ ଗୀତ ପ୍ରଦର୍ଶନ କରି ଦର୍ଶକଙ୍କ ମନକୁ ମୋହି ନେଇଥିଲେ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଘଟୁଥିବା ଘଟଣାବଳୀଙ୍କୁ "ଜୀବନ ଗୀତ" ନାମକ
Read More...

ସିଜିମାଳୀ ଖଣି ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପ୍ରସ୍ତାବିତ ସିଜିମାଳୀ ବକ୍ସାଇଟ ଖଣି ଖନନ କାର୍ଯ୍ୟ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ମୈତ୍ରୀ କମ୍ପାନୀକୁ ଖଣି ଖନନ କାର୍ଯ୍ୟ ପ୍ରଦାନ ପାଇଁ ପ୍ରଭାବିତ ଅଞ୍ଚଳର ହଜାର ହଜାର ଅଞ୍ଚଳବାସୀ ଏବଂ
Read More...

ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ବ୍ଲକ
Read More...

କାର୍ ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ

କଳାହାଣ୍ଡି : କଳାହାଣ୍ଡି ଆମପାଣି ଛକ ନିକଟରେ ଦୁର୍ଘଟଣା । ଦାଦନ ଶ୍ରମିକଙ୍କ ଉପରେ ଚଢିଗଲା କାର୍‌ । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ଇନୋଭା କାର୍‌ ଧକ୍କା ଦେବାରୁ ଚାଲିଗଲା ଜଣେ ବ୍ୟକ୍ତିଙ୍କର ଜୀବନ । ମୃତକ ଛତିଶଗଡ଼ ଦେଭୋଗ ଗୋଇରାପଦର ଗାଁର ରମେଶ ବୋଲି ଜଣାପଡିଛି । ରମେଶ
Read More...

କଳାହାଣ୍ଡିରେ ବନ୍ଧକ ଶ୍ରମିକମାନଙ୍କ ପାଇଁ ଏକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଡିଏଲ୍‌ଏସ୍‌ଏ କଳାହାଣ୍ଡିରେ ବନ୍ଧକ ଶ୍ରମିକମାନଙ୍କ ପାଇଁ ଏକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ, ବିଚାରପତି, ପଂଚାୟତରାଜ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟ଼ୁସି)
Read More...

ନିଆଁରେ ଦୁଇ ଶିଶୁ ଜୀବନ୍ତ ଦଗ୍ଧ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଖେଳୁ ଖେଳୁ ନିଆଁର ଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ନିରୀହ ଶିଶୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତାଳବୋରା ଗାଁରେ । ନିଜ ୫ ବର୍ଷର ପୁଅ ଓ ୩ ବର୍ଷର ଝିଅକୁ ଏକ ଛୋଟ ପାଳ କୁଡ଼ିଆରେ ଛାଡି କିଛି ଦୂରରେ
Read More...

ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମଧୁସ୍ମିତା ନାଏକ ଯୋଗଦେଇ ଏହି
Read More...