Browsing Tag

kalahandi news

ତାରିଣୀ ପୀଠରେ ଚଣ୍ଡି ମହାଯଜ୍ଞ ସମ୍ପନ୍ନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ତାରିଣୀ ପୀଠରେ ଚୈତ୍ର ପର୍ବ ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଶୋକାଷ୍ଟମୀ ତିଥିରେ ଶନିବାର ଦିନ ଚଣ୍ଡି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମନୋରଞ୍ଜନ ଦାଶ ଆଚାର୍ଯ୍ୟ ଯଜ୍ଞର କାର୍ଯ୍ୟ…
Read More...

ଓଡିଶା ଦିବସ – ୨୦୨୫ ପାଳିତ

ଓଡିଶା ହେଉଛି ଶରୀର, ଓଡ଼ିଆ ତାର ଆତ୍ମା କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଓଡିଶା ଦିବସ - ୨୦୨୫ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ କୁଳପତି ପ୍ରାଚୀନ ଓଡ଼ିଶାର…
Read More...

କଳାହାଣ୍ଡି କିସ୍‌ ବିଦ୍ୟାଳୟରେ ୯୦ତମ ଓଡିଶା ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସାରା ରାଜ୍ୟରେ ଧୂମଧାମରେ "ଓଡ଼ିଶା ଦିବସ" ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି କିସ୍, ବାଦିଲି ପରିସରରେ ୯୦ତମ ଓଡ଼ିଶା ଦିବସ ମହାସମାରୋହରେ ପାଳନ କରାଯାଇଛି । କିସ୍ ବିଦ୍ୟାଳୟର ଉପକାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ…
Read More...

ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ କଳାହାଣ୍ଡି ଏସ୍‌ପି ନାଗରାଜ ଦେବର କୋଣ୍ଡାଙ୍କ ନେତୃତ୍ୱରେ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ…
Read More...

ଆଜିଠୁ ଅନ୍ତ୍ୟୋଦୟ ଯୋଜନା ଶୁଭାରମ୍ଭ

କଳାହାଣ୍ଡି : ଆଜିଠାରୁ ଅନ୍ତ୍ୟୋଦୟ ଯୋଜନା ଶୁଭାରମ୍ଭ । ଭବାନୀପାଟଣାଠାରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସକାଳ ସାଢେ ୧୦ଟା ସମୟରେ ରିସିଗାଁ ଶ୍ରୀକୃଷ୍ଣନଗର ପଡିଆରେ ଏନେଇ କାର୍ଯ୍ୟକ୍ରମ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀ ପ୍ରଥମ ଥର କଳାହାଣ୍ଡି…
Read More...

ସରିଲା ବାର ଆସୋସିଏସନ ନିର୍ବାଚନ : ଦ୍ଵିତୀୟ ଥର ପାଇଁ ସୁଧାଂଶୁ ହେଲେ ବାର ଆସୋସିଏସନ ସଭାପତି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାର ଆସୋସିଏସନର ନିର୍ବାଚନ ଆଜି ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଛି । ଏହି ନିର୍ବାଚନରେ ବାର ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ନନ୍ଦ ଦ୍ଵିତୀୟ ଥର ପାଇଁ ପୁନର୍ବାର ସଭାପତି ଭାବେ…
Read More...

କଳାହାଣ୍ଡି ପୋଲିସର ବଡ଼ ସଫଳତା : ୬୦ କେଜି ଗଞ୍ଜେଇ ସହ ଜଣେ ଗିରଫ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବୋର୍ଡା ଓ କେଗାଁ ପୋଲିସର ମିଳିତ ଉଦ୍ୟମରେ ସାପସିଲେଟ ଗାଁରୁ ୬୦ କେ.ଜି.ରୁ ଅଧିକ ଗଞ୍ଜେଇ ଜବତ ହୋଇଥିବାବେଳେ ପୋଲିସ ଜଣକୁ ଗିରଫ କରିଛି । ଦୀର୍ଘଦିନ ଧରି ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ କାରବାର ହେଉଥିବା ବେଳେ ଅବକାରୀ…
Read More...

ବନ୍ଧୁକ ମୁନରେ ୬୯ ହଜାର ଡକାୟତି ଅଭିଯୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପଣ୍ଡିଗାଁରେ ସୋମବାର ବିଳମ୍ବିତ ରାତ୍ରୀରେ ବନ୍ଧୁକ ଦେଖାଇ ଜଣେ ଚାଷୀଙ୍କ ଘରୁ ୬୯ ହଜାର ଟଙ୍କା ଡକାୟତି ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏ ସମ୍ପର୍କରେ ଅଭିଯୋଗକାରୀ ବରୁଣ ମାଝି ଆଜି…
Read More...

ସରକାରୀ ଅର୍ଥ ହେର୍‌ଫେର୍‌ ଘଟଣାରେ ନିଲମ୍ବିତ ପିଇଓ ଭିଜିଲାନ୍ସ ଦ୍ୱାରା ଗିରଫ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପୋଡ଼ାପଦର ଓ ତଲନାଗି ପଞ୍ଚାୟତର ପୂର୍ବତନ ନିଲମ୍ବିତ ପିଇଓ ଦେବାନନ୍ଦ ସାଗରଙ୍କୁ ତିନିକୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି ।…
Read More...

ବିଶିଷ୍ଟ ରାଜନୀତିଜ୍ଞ ଦୁର୍ଗା ଶଙ୍କର କରଙ୍କ ପରଲୋକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବିଇଡି କଲେଜ, କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ଓ ଗାନ୍ଧିଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠାର ପ୍ରମୁଖ ଉଦ୍ୟୋକ୍ତା ତଥା ବିଶିଷ୍ଟ ରାଜନେତା ଦୁର୍ଗା ଶଙ୍କର କରଙ୍କ ଶୁକ୍ରବାର ସକାଳ ୬ ଟା ୧୦ ମିନିଟରେ ତାଙ୍କ ଭବାନୀପାଟଣା ମନ୍ଦାର…
Read More...