Browsing Tag

jharsuguda news

ନିର୍ବାଚନ ଆଗରୁ ଲଖନ୍‌ପୁରରେ ଟଙ୍କା ବଣ୍ଟା ହୋଇଥିବା ଅଭିଯୋଗ ଆଣିଲା ବିଜେପି

ଝାରସୁଗୁଡ଼ା : ନିର୍ବାଚନ ଆଗରୁ ଲଖନ୍‌ପୁରରେ ଟଙ୍କା ବଣ୍ଟା ହୋଇଥିବା ଅଭିଯୋଗ ଆଣିଛି ବିଜେପି । ସିଧାସଳଖ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ବିଜେପି ଫେରାଦ ହୋଇଛି ଜିଲ୍ଲାପାଳଙ୍କ ଠାରେ । ଲଖନ୍‌ପୁର ଅଞ୍ଚଳରେ ଶାସକ ଦଳର ହାତବାରିଶି ସାଜିଛି ପ୍ରଶାସନ ବୋଲି ମଧ୍ୟ ଅଭିଯୋଗ କରାଯାଇଛି । ତେବେ
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ପ୍ରାଣଗଲା

ଝାରୁସୁଗଡ଼ା : ୧୦ ନଂ. ରାଜ୍ୟ ରାଜପଥ ଦୁର୍ଲଗା ନିକଟରେ ଗତକାଲି ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ରାଉରକେଲା ୧୯ ନଂ. ସେକ୍ଟର ଅଞ୍ଚଳର ସମରେନ୍ଦ୍ର ଭଞ୍ଜଦେଓ(୪୫) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ସକାଳୁ ଶିବଗୌରୀ
Read More...

ସଡକ ଦୁର୍ଘଟଣା : ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଖେରୁଆଲ ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ କାର୍‌ଟି ଜଳିଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିବା ପରେ ସର୍ଟ ସାର୍କିଟ ହୋଇ କାରଟି ଜଳିଯାଇଥିବା ସନ୍ଦେହ କରାଯାଉଛି । ତେବେ ଯାତ୍ରୀମାନେ
Read More...

ବ୍ୟାପୁଛି ଡାଇରିଆ : ଏପର୍ଯ୍ୟନ୍ତ ୪୦ ଜଣ ସଂକ୍ରମିତ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନ୍‌ପୁର ବ୍ଲକ କୁଆକୁଣ୍ଡା ଗ୍ରାମରେ ଡାଇରିଆ ରୋଗ ବ୍ୟାପିବାରେ ଲାଗିଛି । ସଂକ୍ରମଣ ସଂଖ୍ୟା କମିବାର ନାଁ ନେଉ ନଥିବା ବେଳେ ଏପର୍ଯ୍ୟନ୍ତ ୪୦ ଜଣ ସଂକ୍ରମିତ ହୋଇ ସାରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଡାଇରିଆ ଯୋଗୁଁ ଜଣେ ମୃତ୍ୟୁବରଣ କରି
Read More...

ଝାରସୁଗୁଡ଼ା ଏୟାର୍‌ପୋର୍ଟରେ ପଶ୍ଚିମ ଓଡିଶା ଯୁବା ମଂଚ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ଆଜି ଝାରସୁଗୁଡ଼ା ଏୟାର୍‌ପୋର୍ଟରେ ପଶ୍ଚିମ ଓଡିଶା ଯୁବା ମଂଚ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏୟାର୍‌ପୋର୍ଟ ଡାଇରେକ୍ଟର ପୱନ କୁମାର ମଧ୍ୟ ପଶ୍ଚିମ ଓଡିଶା ଯୁବା ମଂଚର ସଦସ୍ୟମାନଙ୍କ ସହ ଉପସ୍ଥିତ ରହି ବୀର
Read More...

ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବ ଉଡ଼ାନ ଉତ୍ସବ

ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବ ଉଡ଼ାନ ଉତ୍ସବ । ଏହି ଉତ୍ସବରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗଦେଇଥିଲେ । ଏଠାରେ ପହଞ୍ଚିବା ପରେ ଆୟୋଜିତ ହେବାକୁ ଥିବା ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ
Read More...

ଜିଏସଟି ଠକେଇ ଅଭିଯୋଗରେ ଚାର୍ଟାର୍ଡ ଆକାଉଟାଣ୍ଟ ସହ ଅନ୍ୟ ଅଭିଯୁକ୍ତ ଗିରଫ

ଝାରସୁଗୁଡା : ଜିଏସଟି ଠକେଇ ଅଭିଯୋଗରେ ଝାରସୁଗୁଡାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲକୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଅନ୍ୟ ଜଣେ ଅଭିଯୁକ୍ତ ସଚିନ୍ଦ୍ର କୁମାର ଯାଦବକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ଶ୍ରୀ
Read More...

ଜିଲ୍ଲା ସ୍ତରୀୟ ୭୫ ତମ ସ୍ଵାଧୀନତା ଦିବସ ସମାରୋହ ଅନୁଷ୍ଠିତ

ଝାରସୁଗୁଡା, (ନିହାରିକା ମିଶ୍ର) : ଜିଲ୍ଲା ସ୍ତରୀୟ ୭୫ ତମ ସ୍ଵାଧୀନତା ଦିବସ ସମାରୋହ ଝାରସୁଗୁଡ଼ା ମନମୋହନ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗଦେଇ କରୋନା କଟକଣା ଯୋଗୁଁ ସାମାଜିକ ଦୁରତାକୁ ବଜାୟ ରଖି ପତାକା
Read More...

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠୁ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌ ବା ଇନ୍‌ଷ୍ଟ୍ରୁମେଣ୍ଟ୍ରାଲ…

ଝାରସୁଗୁଡା : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠୁ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌ ବା ଇନ୍‌ଷ୍ଟ୍ରୁମେଣ୍ଟ୍ରାଲ ଲାଣ୍ଡିଂ ସିଷ୍ଟମ୍‌ । ଆଜି ମଧ୍ୟରାତ୍ରିରୁ ଆଇଏଲଏସ୍‌ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଆଇଏଲଏସ କାର୍ଯ୍ୟକ୍ଷମ ହେଲେ କୁହୁଡି,
Read More...

ବିଭତ୍ସ ହତ୍ୟାକାଣ୍ଡ : ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ଶହେ ଟଙ୍କା ପାଇଁ…

ଝାରସୁଗୁଡ଼ା, (କରୁଣାକର ଶତପଥି) : ଏକ ବିଭତ୍ସ ହତ୍ୟାକାଣ୍ଡ ସାମ୍‌ନାକୁ ଆସିଛି । ମାତ୍ର ଶହେ ଟଙ୍କା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ କେହି ଦୃବୁର୍ତ୍ତ
Read More...