ଝାରସୁଗୁଡା ହସ୍ପିଟାଲ୍ ଥି ବି ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ଦେବା ‘ଅମୃତ୍ ଆହାର୍’
ଝାରସୁଗୁଡା, (କେପିଏନ୍ଏସ୍) : ମହାମାରୀ ସମୀଆ ଥି ହସ୍ପିଟାଲ୍ନେ ଦୁଖ୍ ନେଇ ପଡୁ କାହାର୍ ସେଥିର୍ ଲାଗି ଝାରସୁଗୁଡା ହସ୍ପିଟାଲ୍ ଥି ବି ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ଦେବା 'ଅମୃତ୍ ଆହାର୍' । ସଟଡାଉନ୍ ତହିଁକେ ରଏବାର୍ । ଝାରସୁଗୁଡ଼ା ହସ୍ପିଟାଲ୍ ପାଖେ ଆଖେ ରଏବାର୍ ଦିନେ ସବୁ!-->…
Read More...
Read More...