ଇନ୍ଦ୍ରାବତୀ ପାୱାର ଚ୍ୟାନେଲରେ ନିଖୋଜ ଥିବା ଭିନ୍ନକ୍ଷମର ଶବ ଉଦ୍ଧାର
ଜୟପାଟଣା, (ଶେଷଦେବ ବେହେରା ) : ଗତ ଚବିଶ ତାରିଖ ଗୁରୁବାର ସନ୍ଧ୍ୟା ପାଞ୍ଚଟା ବେଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଯୁନା ପାଣି ଗ୍ରାମର ଭିନ୍ନ କ୍ଷମ ଯୁବକ ମଂଗୁ ମାଝୀ ଇନ୍ଦ୍ରାବତୀ ପାୱାର ଚ୍ୟାନେଲରେ ଭାସିଯାଇ ନିଖୋଜ ହୋଇଯାଇଥିଲା । ଅଗ୍ନିଶମ ବିଭାଗ ଓ ପୋଲିସର ଉପସ୍ଥିତି!-->…
Read More...
Read More...