ଧର୍ମଗଡ ବିଧାୟକଙ୍କ ଇନ୍ଦ୍ରାବତୀ ଗସ୍ତ : ଅଧିକାରୀ ସ୍ତରରେ ବ୍ୟାପକ ଆଲୋଚନା
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାରେ କୃଷି ବିପ୍ଲବ ଆଣିଥିବା ଇନ୍ଦ୍ରାବତୀ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାର ଛବିଶ ବର୍ଷ ମଧ୍ୟରେ ଜିଲ୍ଲା ପାଇଁ ଅନେକ ପରିବର୍ତନ ଆଣି କଳାହାଣ୍ଡି ଜିଲ୍ଲାକୁ କୃଷି କ୍ଷେତ୍ରରେ ଏକ ବିକଶିତ ଜିଲ୍ଲାର ମାନ୍ୟତା ଦେଇସାରିଛି । ଚାଷୀର ପରିଚୟକୁ!-->…
Read More...
Read More...