ତୃତୀୟ ଦିନରେ ଜୟପାଟଣା ଚାଳକ ମହାସଂଘର ଆନ୍ଦୋଳନ
ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ଡ୍ରାଇଭର ମହାସଂଘର ୭ ଦଫା ଦାବୀକୁ ନେଇ ସମଗ୍ର ଓଡ଼ିଶାରେ ଗତ ୮ତାରିଖରୁ ଡ୍ରାଇଭର ସମୂହ ଆନ୍ଦୋଳନ ରେ ଓହ୍ଲାଇ ଥିବା ବେଳେ ଗମନା ଗମନ, ଅତ୍ୟାବଶ୍ୟକ ସାମଗ୍ରୀ ଓ କୃଷି କ୍ଷେତ୍ର ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇସାରିଛି । ଏହି ଅବସରରେ ଜୟପାଟଣା!-->…
Read More...
Read More...