Browsing Tag

jayapatana news

କୃଷି ଭିତ୍ତିକ ମଣ୍ଡେଇ ପର୍ବ ଅନୁଷ୍ଠିତ

ଜୟପାଟଣା, (ଶେଷ ଦେବ ବେହେରା) : ମହୁଲ ପାଟ ଜମିଦାରୀ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ଡୋକ ରିଙ୍କ କୃଷି ଭିତ୍ତିକ ମଣ୍ଡେଇ ପର୍ବ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇ ଯାଇଛି । ଜୟପାଟଣା ଏକ କୃଷିଭିତ୍ତିକ ଅଞ୍ଚଳ ହୋଇଥିବା ବେଳେ ପାରମ୍ପାରିକ ଚାଷ, ତୈଳ ବୀଜ, ଡାଲି ଜାତୀୟ, ଓ ଫଳ ଉତ୍ପାଦନ
Read More...

କପୁର ମାଳ ଠାରେ ଖୋଲିଲା ଅସ୍ଥାୟୀ ମଣ୍ଡି

ଜୟପାଟଣା, (ଶେଷ ଦେବ ବେହେରା) : ଅନେକ ବର୍ଷର ପ୍ରତିକ୍ଷା ପରେ ଜୟପାଟଣା ବ୍ଲକର କପୁରମାଳ ଠାରେ ଅସ୍ଥାୟୀ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଏହି ମଣ୍ଡିର ପରିସର ମଧ୍ୟରେ ଜିଲ୍ଲାର ଏକ କୃଷି ବହୁଳ ଅଞ୍ଚଳ କପୁର ମାଳ, ରଜା ମୁଣ୍ଡା, ଓ ମୁଣ୍ଡୁରା ଗୁଡା, ଅଞ୍ଚଳର ୩୦୦ଜଣ ଚାଷୀଙ୍କ ହାରାହାରି
Read More...

ଧର୍ମଗଡ ବିଧାୟକଙ୍କ ଇନ୍ଦ୍ରାବତୀ ଗସ୍ତ : ଅଧିକାରୀ ସ୍ତରରେ ବ୍ୟାପକ ଆଲୋଚନା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାରେ କୃଷି ବିପ୍ଲବ ଆଣିଥିବା ଇନ୍ଦ୍ରାବତୀ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାର ଛବିଶ ବର୍ଷ ମଧ୍ୟରେ ଜିଲ୍ଲା ପାଇଁ ଅନେକ ପରିବର୍ତନ ଆଣି କଳାହାଣ୍ଡି ଜିଲ୍ଲାକୁ କୃଷି କ୍ଷେତ୍ରରେ ଏକ ବିକଶିତ ଜିଲ୍ଲାର ମାନ୍ୟତା ଦେଇସାରିଛି । ଚାଷୀର ପରିଚୟକୁ
Read More...

ଜାନିପଡ଼ା ପାଇଁ ବିକାଶ ଏବେ ବି ଅପହଞ୍ଚ

ଜୟପାଟଣା, (ଶେଷଦେବ ବେହେରା) : ପ୍ରାକୃତିକ ଜୀବନ ଶୈଳୀକୁ ଆପଣେଇ ଦୁଃଖ କଷ୍ଟ ସାଙ୍ଗରେ ନିଜକୁ ବର୍ଷ ବର୍ଷ ଧରି ପ୍ରକୃତିର ନିଭୃତ ଅଞ୍ଚଳ ମାନଙ୍କରେ ଏବେ ବି ବଞ୍ଚି ରହିଛି ଅନେକ ବସତି । ଯେଉଁ ମାନଙ୍କ ଜୀବନ ଯାପନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ । ପ୍ରକୃତି କୋଳରୁ ଯାହା ଉପାର୍ଜନ ହୁଏ ସେତେକ
Read More...

ଇନ୍ଦ୍ରାବତୀରୁ ରବି ଜଳ ସେଚନ ବନ୍ଦ ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳ ଭଣ୍ଡାର

ଜୟପାଟଣା, (ଶେଷ ଦେବ ବେହେରା ) : କଳାହାଣ୍ଡି ଜିଲ୍ଲାର କୃଷି କ୍ଷେତ୍ରରେ ବିକାଶ ପାଇଁ ବରଦାନ ସାଜି ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷର ରବି ଜଳ ସେଚନ ସମୟରେ ଜଳପତ୍ତନ ସର୍ବ ନିମ୍ନ ସ୍ତରକୁ ଖସିବା ସହିତ ଉଭୟ ବାମ ଓ ଦକ୍ଷିଣ କେନାଲରେ ରବି ଜଳ ସେଚନକୁ ସମ୍ପୂର୍ଣ୍ଣ
Read More...

ବୃକ୍ଷରୋପଣ ଟଙ୍କାକୁ ଅପବ୍ୟବହାର ଅଭିଯୋଗରେ ପାଞ୍ଚ ବନ କର୍ମଚାରୀକୁ ଗିରଫ କଲା ଭିଜିଲାନ୍ସ

ଜୟପାଟଣା, (ଶେଷଦେବ ବେହେରା) : ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଜୟପାଟଣା ରେଞ୍ଜରେ ବୃକ୍ଷରୋପଣ ଟଙ୍କାକୁ ଅପବ୍ୟବହାର ଅଭିଯୋଗରେ କଳାହାଣ୍ଡି ଭିଜିଲାନ୍ସ ଚାରି ରେଞ୍ଜରେ କାର୍ୟ୍ୟରତ ଥିବା ପାଞ୍ଚ ଜଣ ବନ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ସେମାନେ ହେଲେ ଡେପୁଟି ରେଞ୍ଜର ଶୈଳେନ୍ଦ୍ରୀ
Read More...

ଜିଲ୍ଲାସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାର ଏକ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂଗଠନ ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇକ୍ଷମସନୟ ଆନୁକଦ୍ଭଲ୍ୟରେ ମାଟ୍ରିକ ପରୀକ୍ଷାରେ ଏ-ୱାନ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀଙ୍କୁ
Read More...

ବାଞ୍ଜିବାହାଲ ଠାରେ ଅଷ୍ଟ ପ୍ରହର ନାମଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ ଗ୍ରାମ ଠାରେ ଶ୍ରୀରାଧାକୃଷ୍ଣ ମନ୍ଦିର ସ୍ଥାପନାର ୭୫ବର୍ଷ ପୂର୍ତ୍ତି ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଆୟୋଜନ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଛି । ୧୯୭୫ ମସିହାର ଏକ ପାବନ ବେଳାରେ
Read More...

ଜୟପାଟଣା ଷ୍ଟେଟ ବ୍ୟାଙ୍କର ଜନହିତକର କାର୍ଯ୍ୟକ୍ରମ

ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ପ୍ରଚଣ୍ଡ ରୌଦ୍ର ତାପକୁ ଆଖି ଆଗରେ ରଖି ଜୟପାଟଣା ସ୍ଥିତ ଷ୍ଟେଟ ବ୍ୟାଙ୍କ ଏଡିବି ଶାଖା ତରଫରୁ ଜନସାଧାରଣଙ୍କ ନିମନ୍ତେ ଉତ୍ତମ ପାନୀୟ ଜଳର ସୁବିଧା କରାଯାଇଛି । ଏକ ଉନ୍ନତ ମାନର ଆରୋ ମେସିନ ବ୍ୟାଙ୍କର ସମ୍ମୁଖ ଭାଗରେ ରଖାଯାଇ ପ୍ରତ୍ୟହ ଏଠାକୁ
Read More...

ମାଆ କାଳୀ ବାଉଡ଼ି ଦେବୀଙ୍କ କୃଷିଭିତ୍ତିକ ମଣ୍ଡେଇ ପର୍ବ

ଜୟପାଟଣା, (ଶେଷଦେବ ବେହେରା) : ଧର୍ମୀୟ ବିଶ୍ୱାସ ମଧ୍ୟରେ ଜଗତକୁ ଦେଖି ଆସୁଥିବା ମଣିଷମାନେ ଆଜିବି ଦେବଦେବୀ, ଧରଣୀ ମାତା ଉପରେ ସମର୍ପିତ ରହି ବିଶ୍ୱାସକୁ ଦ୍ଵିଗୁଣିତ କରୁଥିବାର ଦେଖିବାକୁ ମିଳୁଛି । ସେହି ଧାର୍ମୀୟ ବିଶ୍ୱାସକୁ ବଳବତ୍ତର ରଖିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲାର ଜୟପାଟଣା
Read More...