ଜୟପାଟଣା ପ୍ରଥମ ମଣ୍ଡିରୁ ଉଠିଲା ୧୫୦ କ୍ଵିଣ୍ଟାଲ ଧାନ
ଜୟପାଟଣା, (ଶେଷଦେବ ବେହେରା) : ଚଳିତ ଖରିଫରେ ମଣ୍ଡି ପ୍ରକ୍ରିୟାକୁ ନେଇ ଏକ ଅନିଶ୍ଚିତତା ଲାଗି ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଜୟପାଟଣା ବ୍ଲକ ବାନେର ପେକ୍ସ ଅଧୀନରେ ଆସୁଥିବା ବିମଳା ମଣ୍ଡିରୁ ଦୁଇଜଣ ଚାଷୀଙ୍କ ଠାରୁ ୧୫୦ କ୍ଵିଣ୍ଟାଲ ଧାନ କ୍ରୟ ହୋଇଥିବା ସୂଚନା ମିଳିଛି । ସୂଚନାରୁ!-->…
Read More...
Read More...