ବିବାହ ଭୋଜିରୁ ଫେରିବା ବେଳେ ହାଇୱାକୁ ପିଟିଲା ବୋଲେରୋ : ଦୁର୍ଘଟଣାରେ ୫ ମୃତ
ଯାଜପୁର : ବିବାହ ଉତ୍ସବ ସାରି ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା । ଘରକୁ ଫେରିପାରିଲେନି ବରଯାତ୍ରୀ । ଜେନାପୁର ଥାନା ବରଡ଼ା ବେହେରା ଟାଙ୍କୀ ଛକ ନିକଟରେ ଏକ ହାଇୱାକୁ ପିଟିଲା ବୋଲେରେ । ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୮ ଜଣ ଗୁରୁତର ଭାବେ!-->…
Read More...
Read More...